ଭଦ୍ରକ ହିଂସା ମାମଲାରେ ବିଜେପି ନେତା ଗିରଫ

ଭଦ୍ରକ: ଭଦ୍ରକ ହିଂସା ମାମଲାରେ ବିଜେପି ନେତା ଗିରଫ। ଭଦ୍ରକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ବିକାଶ ଶ୍ରେଷ୍ଠାଙ୍କୁ ଆଜି ଟାଉନ ଥାନା ପୋଲିସ ଗିରଫ କରିଛି। ହିଂସା ଘଟଣାରେ ସଂପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଚଳିତ ମାସ ୭ ତାରିଖରେ ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟକୁ ନେଇ ଭଦ୍ରକରେ ହିଂସାର ସୂତ୍ରପାତ ହୋଇଥିଲା। ପରେ ସହରରେ ପୋଡ଼ାଜଳା ସହ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା। ହିଂସା ପରବର୍ତ୍ତୀ ଉତ୍ତେଜନାକୁ ଦୃଷ୍ଟିରେ ରଖି […]

bhadrak hinsa kanda

Rakesh Mallick
  • Published: Sunday, 30 April 2017
  • , Updated: 30 April 2017, 09:00 PM IST

ଭଦ୍ରକ: ଭଦ୍ରକ ହିଂସା ମାମଲାରେ ବିଜେପି ନେତା ଗିରଫ। ଭଦ୍ରକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ବିକାଶ ଶ୍ରେଷ୍ଠାଙ୍କୁ ଆଜି ଟାଉନ ଥାନା ପୋଲିସ ଗିରଫ କରିଛି। ହିଂସା ଘଟଣାରେ ସଂପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ଚଳିତ ମାସ ୭ ତାରିଖରେ ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟକୁ ନେଇ ଭଦ୍ରକରେ ହିଂସାର ସୂତ୍ରପାତ ହୋଇଥିଲା। ପରେ ସହରରେ ପୋଡ଼ାଜଳା ସହ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା। ହିଂସା ପରବର୍ତ୍ତୀ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏବେ ମଧ୍ୟ ଭଦ୍ରକରେ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିଛି।

Related story