ନିର୍ବାଚନ ବେଳେ ଜବତ ହୋଇଛି ୩୮୦୦ କୋଟି, ଏତେ ଟଙ୍କା ଆସିଲା କେଉଁଠୁ?

କଟକ(ଓଡ଼ିଶା ରିପୋର୍ଟର): ସରିଛି ନିର୍ବାଚନ। ଏଥିରେ ଖର୍ଚ୍ଚ ହୋଇଛି ବିପୁଳ ପରିମାଣର ଟଙ୍କା। ବିଭିନ୍ନ ତଦନ୍ତକାରୀ ସଂସ୍ଥା ଦ୍ୱାରା ଜବତ ହୋଇଛି ହଜାର ହଜାର କୋଟି ଟଙ୍କା। ତେବେ ଏତେ ଗୁଡ଼ାଏ ଟଙ୍କା କିପରି ଓ କେଉଁଠୁ ଆସିଲା, ସେ ସବୁକୁ ଏବେ ତଦନ୍ତ ପରିସରକୁ ଆଣିଛି ଏସ୍‌ଆଇଟି। କଳାଧନ ସମ୍ପର୍କରେ ମଙ୍ଗଳବାର କଟକରେ ବସିଥିବା ଏସ୍‌ଆଇଟି ବୈଠକରେ ଏଭଳି ପ୍ରସଙ୍ଗ ଉପରେ ଫୋକସ୍‌ କରିଛନ୍ତି ଏହାର ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତ। ଏସ୍‌ଆଇଟି ବୈଠକରେ ଉପସ୍ଥାପିତ […]

Black-Money-Use-Rampant-During-Elections

Manoranjan Sial
  • Published: Tuesday, 18 June 2019
  • Updated: 18 June 2019, 08:07 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ସରିଛି ନିର୍ବାଚନ। ଏଥିରେ ଖର୍ଚ୍ଚ ହୋଇଛି ବିପୁଳ ପରିମାଣର ଟଙ୍କା। ବିଭିନ୍ନ ତଦନ୍ତକାରୀ ସଂସ୍ଥା ଦ୍ୱାରା ଜବତ ହୋଇଛି ହଜାର ହଜାର କୋଟି ଟଙ୍କା। ତେବେ ଏତେ ଗୁଡ଼ାଏ ଟଙ୍କା କିପରି ଓ କେଉଁଠୁ ଆସିଲା, ସେ ସବୁକୁ ଏବେ ତଦନ୍ତ ପରିସରକୁ ଆଣିଛି ଏସ୍‌ଆଇଟି। କଳାଧନ ସମ୍ପର୍କରେ ମଙ୍ଗଳବାର କଟକରେ ବସିଥିବା ଏସ୍‌ଆଇଟି ବୈଠକରେ ଏଭଳି ପ୍ରସଙ୍ଗ ଉପରେ ଫୋକସ୍‌ କରିଛନ୍ତି ଏହାର ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତ।

ଏସ୍‌ଆଇଟି ବୈଠକରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁସାରେ ଏଥର ନିର୍ବାଚନ ବେଳେ ନଗଦ ୩୮୦୦ କୋଟି ଟଙ୍କା ଜବତ ହୋଇଛି। ଏତେ ଟଙ୍କା କେଉଁଠୁ ଆସିଲା, ସେ ବାବଦରେ ଆୟକର ବିଭାଗ ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜବତ ଟଙ୍କା ବାବଦରେ କଣ କଣ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ସେ ନେଇ ନିର୍ବାଚନ କମିଶନଙ୍କ ପରାମର୍ଶ ନିଆଯାଉଥିବା କହିଛନ୍ତି ଜଷ୍ଟିସ ଅରଜିତ ପଶାୟତ।

ସେପଟେ ଦେଶରେ ଅର୍ଥନୈତିକ ଅପରାଧର ସଂଖ୍ୟା ବଢ଼ିଛି। ପ୍ରାୟ ୧୫ରୁ ୧୬ ହଜାର ମାମଲା ଗତ ୧୦ରୁ ୧୨ ବର୍ଷ ହେଲା କୋର୍ଟରେ ପଡ଼ି ରହିଛି। ତେଣୁ ଅର୍ଥନୈତିକ ଅପରାଧର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟର ଆବଶ୍ୟକତା ରହିଛି। ଏଥର ମଧ୍ୟ ସ୍ୱତନ୍ତ୍ର କୋର୍ଟ ପାଇଁ କେନ୍ଦ୍ରକୁ ପରାମର୍ଶ ଦିଆଯାଇଛି।

ସେହିପରି କଳାଧନ ସମ୍ପର୍କରେ ୨୦୧୫ ଆକ୍ଟ ଆସିବା ପରେ ଦେଶ ବାହାରେ ରଖାଯାଉଥିବା ଟଙ୍କା ଓ ସମ୍ପତ୍ତି ବାବଦରେ ଅନେକ କିଛି ତଥ୍ୟ ଆସିଛି। ଯାହା ତଦନ୍ତ ପ୍ରକ୍ରିୟାକୁ ଆହୁରି ସକ୍ରିୟ କରିଛି। ଇତିମଧ୍ୟରେ ସୁପ୍ରିମକୋର୍ଟରେ ଷଷ୍ଠ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛି ଏସଆଇଟି। ଆସନ୍ତା ୨ ମାସ ମଧ୍ୟରେ ସପ୍ତମ ରିପୋର୍ଟ ଦାଖଲ କରାଯିବ ବୋଲି କହିଛନ୍ତି ଜଷ୍ଟିସ ଅରିଜିତ ପଶାୟତ। ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, କ୍ରାଇମବ୍ରାଞ୍ଚ, ରାଜସ୍ୱ, ଗୁଇନ୍ଦା, ଇନ୍‌କମ୍‌ ଟ୍ୟାକ୍ସ ଓ ଅନ୍ୟାନ୍ୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story