ଟ୍ରେନ୍‌ର ଏସି କୋଚରୁ ହଟିଲା କମ୍ୱଳ ଓ ବେଡ୍‌ସିଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ମୁକାବିଲା ପାଇଁ ପୂର୍ବତଟ ରେଲୱେ ବ୍ୟାପକ ବ୍ୟବସ୍ଥା କରିଛି। ସଂକ୍ରମଣ ରୋକିବାକୁ ସମସ୍ତ ଏସି କୋଚରେ କମ୍ବଳ ଓ ବେଡ୍‌ସିଟ୍‌ ହଟାଇ ଦେଇଛି ପୂର୍ବତନ ରେଳ। ତେବେ ଯାତ୍ରୀ ଚାହିଁଲେ ତାଙ୍କୁ ଅଲଗା ବେଡ୍‌ସିଟ୍‌ ଯୋଗାଇ ଦିଆଯିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା କରାଯାଇଛି। ସମସ୍ତ ରେଳ କର୍ମଚାରୀଙ୍କୁ ଏନେଇ ସଚେତନ କରାଯାଇଛି। ଷ୍ଟେସନ ଗୁଡ଼ିକରେ ଯାତ୍ରୀଙ୍କୁ ପୋଷ୍ଟର, ବ୍ୟାନର ଓ […]

Railway-announces-helpline-numbers-for-passengers-stranded-due-to-cancellation

Manoranjan Sial
  • Published: Saturday, 14 March 2020
  • Updated: 14 March 2020, 09:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ମୁକାବିଲା ପାଇଁ ପୂର୍ବତଟ ରେଲୱେ ବ୍ୟାପକ ବ୍ୟବସ୍ଥା କରିଛି। ସଂକ୍ରମଣ ରୋକିବାକୁ ସମସ୍ତ ଏସି କୋଚରେ କମ୍ବଳ ଓ ବେଡ୍‌ସିଟ୍‌ ହଟାଇ ଦେଇଛି ପୂର୍ବତନ ରେଳ। ତେବେ ଯାତ୍ରୀ ଚାହିଁଲେ ତାଙ୍କୁ ଅଲଗା ବେଡ୍‌ସିଟ୍‌ ଯୋଗାଇ ଦିଆଯିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।

ଏଥିସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା କରାଯାଇଛି। ସମସ୍ତ ରେଳ କର୍ମଚାରୀଙ୍କୁ ଏନେଇ ସଚେତନ କରାଯାଇଛି। ଷ୍ଟେସନ ଗୁଡ଼ିକରେ ଯାତ୍ରୀଙ୍କୁ ପୋଷ୍ଟର, ବ୍ୟାନର ଓ ଅଡିଓ ଭିଜୁଆଲ୍‌ ପ୍ରସାରଣ ଦ୍ୱାରା ସଚେତନ କରାଯାଉଛି। ରେଳ ହସ୍ପିଟାଲ୍‌ରେ ଆଇସୋଲେସନ ଓ୍ୱାର୍ଡ କରାଯିବା ସହ ଜ୍ୱର ଥିବା ରୋଗୀଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖାଯାଉଛି। ଭୁବନେଶ୍ୱର, ଖୋର୍ଦ୍ଧା, ସମ୍ବଲପୁର ଓ ବିଶାଖାପାଟଣା ରେଲୱେ ହସ୍ପିଟାଲରେ ୧୦ ବେଡ ବିଶିଷ୍ଟ ଆଇସୋଲେସନ ଓ୍ୱାର୍ଡ ଖୋଲାଯାଇଛି। ସମସ୍ତ ରେଲୱେ ହସ୍ପିଟାଲରେ କଣ୍ଟ୍ରୋଲ ରୁମ୍‌ ଓ ହେଲ୍‌ପ ଲାଇନ ବ୍ୟବସ୍ଥା କରାଯାଇଛି। ସମସ୍ତ ଷ୍ଟେସନ ପ୍ଲାଟଫର୍ମ, ରେଲୱେ କଲୋନୀ, କୋଚ ଓ ଶୌଚାଳୟକୁ ସଂକ୍ରମଣ ମୁକ୍ତ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story