ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଆସିକା(ମନୋଜ ମୁନୀ): ଶେରଗଡ ବ୍ଲକ ବ୍ରହ୍ମଣଛାଇ ପଞ୍ଚାୟତ ହାଇସ୍କୁଲଠାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ହୋଇ ଯାଇଛି। ଏଥିରୁ ୨୦୦ରୁ ଊର୍ଦ୍ଧ୍ୱ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ବ୍ରହ୍ମପୁର ବଡ଼ ମେଡ଼ିକାଲ ବ୍ଲଡ଼ ବ୍ୟାଙ୍କର ଡାକ୍ତରୀ ଟିମ୍‌ ଓ ଶେରଗଡ ବ୍ଳକର ବିଜୁ ଛାତ୍ର ଜନତା ଦଳର ସହଯୋଗରେ ରକ୍ତଦାନ ଶିବିର ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳୀୟ କର୍ମୀ ଓ ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱରା ଆଗକୁ ଏଭଳି ଆହୁରି ଅନେକ କାର୍ଯ୍ୟକ୍ରମ ଜାରି ରହିବ […]

Blood Donation Camp

Manoranjan Sial
  • Published: Wednesday, 30 June 2021
  • , Updated: 30 June 2021, 06:01 PM IST

ଆସିକା(ମନୋଜ ମୁନୀ): ଶେରଗଡ ବ୍ଲକ ବ୍ରହ୍ମଣଛାଇ ପଞ୍ଚାୟତ ହାଇସ୍କୁଲଠାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ହୋଇ ଯାଇଛି। ଏଥିରୁ ୨୦୦ରୁ ଊର୍ଦ୍ଧ୍ୱ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ବ୍ରହ୍ମପୁର ବଡ଼ ମେଡ଼ିକାଲ ବ୍ଲଡ଼ ବ୍ୟାଙ୍କର ଡାକ୍ତରୀ ଟିମ୍‌ ଓ ଶେରଗଡ ବ୍ଳକର ବିଜୁ ଛାତ୍ର ଜନତା ଦଳର ସହଯୋଗରେ ରକ୍ତଦାନ ଶିବିର ହୋଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳୀୟ କର୍ମୀ ଓ ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱରା ଆଗକୁ ଏଭଳି ଆହୁରି ଅନେକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆୟୋଜକ ପକ୍ଷରୁ କୁହାଯାଇଛି। ମୋ ପାରିବାର ଜିଲ୍ଲା ସଂଯୋଜକ ସୁବାସ ମହାରଣାଙ୍କ ସଂଯୋଜନାରେ ଏହି ରକ୍ତଦାନ ଶିବିର ହୋଇଥିଲା।

Related story