ରକ୍ତରୋଗୀଙ୍କୁ ଡାକ୍ତରଖାନା ଯିବାକୁ ମିଳିବ ୫୦୦ ଟଙ୍କା

ଭୁବନେଶ୍ଵର: ରକ୍ତରୋଗୀଙ୍କୁ ମେଡିକାଲ ଯିବା ପାଇଁ ମିଳିବ ୫ ଶହ ଟଙ୍କାର ସହାୟତା। ରକ୍ତଦାନ ଦିବସ ଅବସରରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଥାଲାସେମିଆ, ସିକଲସେଲ ଓ ହେମୋଫିଲିଆ ରୋଗୀମାନଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ଯୋଗାଇ ଦିଆଯିବ। ଏ ଅବସରରେ ରକ୍ତଦାନ ଶିବିର ଆୟୋଜନ କରି ସଚେତନା କରାଉଥିବା ୨୭ଟି ସଂଗଠନକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

blood

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 02:26 PM IST

Related story