ଶ୍ରାବଣ ମାସ ଶେଷ ସୋମବାରରେ ମନ୍ଦିରରେ କାଉଡ଼ିଆଙ୍କ ଭିଡ଼

Ordigital Desk
  • Published: Monday, 20 August 2018
  • , Updated: 20 August 2018, 05:00 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିପାଇଁ ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରି ନିଜ ମନୋସ୍କାମନା ପୂରଣ କରିବା ପାଇଁ ଶୈବପୀଠ ଗୁଡ଼ିକରେ କାଉଡ଼ିଆଙ୍କ ଭିଡ଼ ଲାଗିଛି।</p> <p>[caption id=&quot;attachment_265671&quot; align=&quot;aligncenter&quot; width=&quot;730&quot;](image) &lt;span style=&quot;color: #ff0000;&quot;&gt;ଧବଳେଶ୍ୱରରେ ପାଣି ଢାଳୁଛନ୍ତି କାଉଡ଼ିଆ&lt;/span&gt;[/caption]</p> <p>ଆଜି ଶ୍ରାବଣର ଶେଷ ସୋମବାର ଥିବାରୁ ପୂର୍ବ ତିନି ପାଳି ଅପେକ୍ଷା ଅଧିକ ବୋଲବମ୍ ଭକ୍ତଙ୍କର ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କାଉଡ଼ିଆମାନେ କିପରି ଶୃଙ୍ଖଳିତ ଭାବେ ଜଳାଭିଷେକ କରିପାରିବେ ସେନେଇ ମନ୍ଦିର ପ୍ରଶାସନଗୁଡ଼ିକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।</p> <p>https://www.youtube.com/watch?v=OnrH1SdVnmU</p>

Related story