ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଗାଣ ଅଧିକାରୀ  ଗିରଫ

Ordigital Desk
  • Published: Tuesday, 07 November 2017
  • , Updated: 07 November 2017, 10:28 AM IST
<p>ବଲାଙ୍ଗିର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିରର ଯୋଗାଣ ଅଧିକାରୀ ରଂଜନ ସେଠଙ୍କୁ ଭିଜିଲାନ୍ସ ଗିରଫ କରିଛି। ବାଲେଶ୍ୱରର ଭିଜିଲାନ୍ସ ମାମଲା ୫୭/୨୦୧୭ରେ ସଂପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।&nbsp; ରଂଜନ ସେଠଙ୍କଠାରୁ ୧ କୋଟି ୨୦ ଲକ୍ଷରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି।</p>

Related story