ବଲାଙ୍ଗିର: ଖପ୍ରାଖୋଲ ତେଲନପାଲ୍ଲୀ ଗ୍ରାମରେ ମାଓ ଆକ୍ରମଣ

ବଲାଙ୍ଗୀର: ବଲାଙ୍ଗିର ଜିଲା ଖପ୍ରାଖୋଲ ତେଲନପାଲ୍ଲୀ ଗ୍ରାମରେ ଶୁକ୍ରବାର ରାତିରେ ମାଓବାଦୀ ଆକ୍ରମଣ ହୋଇଛି । ମାଓବାଦୀମାନେ ଏକ ମଦ ଭାଟିରେ ନିଆଁ ଲଗାଇ ଦେବା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଏହି ଆକ୍ରମଣରେ ୨୦ରୁ ଅଧିକ ମାଓବାଦୀ ସାମିଲ ହୋଇଥିବା ସୂଚନା ମିଳିଛି ।

bolangir

Rakesh Mallick
  • Published: Saturday, 13 June 2015
  • , Updated: 13 June 2015, 08:56 AM IST

Related story