ଗଛରେ ପିଟି ହୋଇ ଜଳିଗଲା ବୋଲେରୋ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ପଡ଼ିଆ ଶିଖପାଲ୍ଲୀ ମୁଖ୍ୟ ରାସ୍ତାର ମୋଟେରୁ ନିକଟରେ ଗଛରେ ପିଟି ହୋଇ ଜଳିଗଲା ବୋଲେରୋ। ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟିହେବା ପରେ ଗାଡ଼ିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଡିଟି ପଡ଼ିଆରୁ ମାଲକାନଗିରି ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

malkangiri

Rakesh Mallick
  • Published: Saturday, 17 March 2018
  • , Updated: 17 March 2018, 01:20 PM IST

Related story