ପୋଲ ତଳକୁ ଖସି ପଡ଼ିଲା ବୋଲେରୋ

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ସହରର କଲେଜ ଛକ ନିକଟରେ ମୁଷଳ ନଦୀ ପୋଲ ଉପରୁ ଏକ ବୋଲେରୋ ଖସି ପଡ଼ିଛି। ତେବେ ବୋଲେରୋରେ ବସିଥିବା ସମସ୍ତ ଲୋକ ସୁରକ୍ଷିତ ଥିବା ଜଣାପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ ବୋଲେରୋଟି ପୋଲରେ ଲାଗିଥିବା ବାଡ଼ାକୁ ପିଟି ତଳକୁ ଖସି ପଡ଼ିଥିଲା। ଗାଡ଼ିଟି ଯାଜପୁର ଅଞ୍ଚଳରୁ କେନ୍ଦୁଝରର ଶୁଆକାଟି ଯାଉଥିଲା।

accident

Jyoshna Pradhan
  • Published: Sunday, 02 September 2018
  • , Updated: 02 September 2018, 06:20 AM IST

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ସହରର କଲେଜ ଛକ ନିକଟରେ ମୁଷଳ ନଦୀ ପୋଲ ଉପରୁ ଏକ ବୋଲେରୋ ଖସି ପଡ଼ିଛି। ତେବେ ବୋଲେରୋରେ ବସିଥିବା ସମସ୍ତ ଲୋକ ସୁରକ୍ଷିତ ଥିବା ଜଣାପଡ଼ିଛି।

ଗତକାଲି ବିଳମ୍ୱିତ ରାତିରେ ବୋଲେରୋଟି ପୋଲରେ ଲାଗିଥିବା ବାଡ଼ାକୁ ପିଟି ତଳକୁ ଖସି ପଡ଼ିଥିଲା। ଗାଡ଼ିଟି ଯାଜପୁର ଅଞ୍ଚଳରୁ କେନ୍ଦୁଝରର ଶୁଆକାଟି ଯାଉଥିଲା।

Related story