ବୌଦ୍ଧ: ବିଳାସପୁର ରାଜୀବ ଗାନ୍ଧି ସେବାକେନ୍ଦ୍ରରେ ମାଓ ପୋଷ୍ଟର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବିଳାସପୁର ରାଜୀବ ଗାନ୍ଧି ସେବାକେନ୍ଦ୍ରରେ ଆଜି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ସୁବର୍ଣ୍ଣଗଡ଼ ମାଓବାଦୀ ପାର୍ଟି ପକ୍ଷରୁ ଲେଖାଯାଇଥିବା ପୋଷ୍ଟରରେ ଗୋହପିଟା ଠାରେ କରାଯାଉଥିବା ମେଗା ପାୱାର ପ୍ଲାଣ୍ଟରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଏବଂ ମଦ ଭାଟି ବନ୍ଦ କରିବାକୁ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ କିଛି ଅସାମାଜିକ ଲୋକ ଏପରି କରିଥାଇ ପାରନ୍ତି ବୋଲି ମନମୁଣ୍ଡା ଥାନା ଆଇଆଇସି ରାମକୃଷ୍ଣ ପାଢୀ କହିଛନ୍ତି।

mao

Rakesh Mallick
  • Published: Sunday, 17 April 2016
  • , Updated: 17 April 2016, 08:14 AM IST

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବିଳାସପୁର ରାଜୀବ ଗାନ୍ଧି ସେବାକେନ୍ଦ୍ରରେ ଆଜି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ସୁବର୍ଣ୍ଣଗଡ଼ ମାଓବାଦୀ ପାର୍ଟି ପକ୍ଷରୁ ଲେଖାଯାଇଥିବା ପୋଷ୍ଟରରେ ଗୋହପିଟା ଠାରେ କରାଯାଉଥିବା ମେଗା ପାୱାର ପ୍ଲାଣ୍ଟରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଏବଂ ମଦ ଭାଟି ବନ୍ଦ କରିବାକୁ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ କିଛି ଅସାମାଜିକ ଲୋକ ଏପରି କରିଥାଇ ପାରନ୍ତି ବୋଲି ମନମୁଣ୍ଡା ଥାନା ଆଇଆଇସି ରାମକୃଷ୍ଣ ପାଢୀ କହିଛନ୍ତି।

Related story