ରାତି ଅଧରେ ପ୍ରେମିକାକୁ ନଦୀ ଉପରୁ ଠେଲିଦେଲା ପ୍ରେମିକ

ଧର୍ମଗଡ଼/କଳାହାଣ୍ଡି(ଇଙ୍ଗିତ/ରାଜକୁମାର): ଧୋକାବାଜ୍‌ ପ୍ରେମିକର ଚାଲ ବୁଝିପାରିଲାନି ପ୍ରେମିକ। ପରିବାର ଛାଡ଼ି ତା’ ସହିତ ସଂସାର ଗଢ଼ିବାକୁ ଚାଲି ଆସିଲା। ଗୋଟିଏ ଘରେ ଉଭୟ ରହିଲେ। ହେଲେ ବାହା ହେବାକୁ କହିବାରୁ ରାତି ଅଧରେ ଡାକି ଆଣି ନଦୀ ଉପରୁ ପାଣିକୁ ଠେଲିଦେଲା ଧୋକାବାଜ୍‌ ପ୍ରେମିକ। ଏପରି ହୃଦୟ ବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣାଟି ଏମିତି। କଳାହାଣ୍ଡି କେଗାଁ ଥାନା ଖଲିଆପାଲି […]

kalahandi

kalahandi

Manoranjan Sial
  • Published: Friday, 24 July 2020
  • Updated: 24 July 2020, 05:34 PM IST

ଧର୍ମଗଡ଼/କଳାହାଣ୍ଡି(ଇଙ୍ଗିତ/ରାଜକୁମାର): ଧୋକାବାଜ୍‌ ପ୍ରେମିକର ଚାଲ ବୁଝିପାରିଲାନି ପ୍ରେମିକ। ପରିବାର ଛାଡ଼ି ତା’ ସହିତ ସଂସାର ଗଢ଼ିବାକୁ ଚାଲି ଆସିଲା। ଗୋଟିଏ ଘରେ ଉଭୟ ରହିଲେ। ହେଲେ ବାହା ହେବାକୁ କହିବାରୁ ରାତି ଅଧରେ ଡାକି ଆଣି ନଦୀ ଉପରୁ ପାଣିକୁ ଠେଲିଦେଲା ଧୋକାବାଜ୍‌ ପ୍ରେମିକ। ଏପରି ହୃଦୟ ବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣାଟି ଏମିତି। କଳାହାଣ୍ଡି କେଗାଁ ଥାନା ଖଲିଆପାଲି ଗାଁର ଦୋଲାମଣୀ ଚଲାନ୍‌ ଜଣେ ଆଦିବାସୀ ଝିଅକୁ ପ୍ରେମ କରୁଥିଲେ। ସେମାନଙ୍କର ପ୍ରେମ ସମ୍ପର୍କ ୭ ମାସର। ତେବେ ଏଥିରେ ପରିବାର ଲୋକ ବାଧକ ସାଜିବେ ଭାବି ଉଭୟ ଘର ଛାଡ଼ି ଟିଟିଲାଗଡ଼ ପଳାଇ ଆସିଥିଲେ। ଦୋଲାମଣୀ ସେଠାରେ ଗୋଟିଏ ଭର ଭଡ଼ା ନେଇଥିଲେ। ସେଠାରେ ଉଭୟ ଏକାଠି ରହୁଥିଲେ।

ମହାମାରୀ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁଁ ଦୋଲାମଣୀ ଘରକୁ ଆସିଥିଲେ। ହେଲେ ପ୍ରେମିକାଙ୍କ ପାଖକୁ ଯାଇନଥିଲେ। ଏଥିରେ ବ୍ୟଥିତ ହୋଇ ପ୍ରେମିକା ଦୋଲାମଣୀଙ୍କୁ ବାରମ୍ୱାର ଫୋନ୍‌ କରିଥିଲେ। ଶେଷରେ ଦୋଲାମଣୀ ପ୍ରେମିକାଙ୍କ ପାଖକୁ ଫେରି ଥିଲେ। ଏହି ସମୟରେ ବାହା ହେବା ପାଇଁ ପ୍ରେମିକା ଜିଦ୍‌ ଧରିଥିଲେ। ଦୋଲାମଣୀ ଯେତେ ବୁଝାଇ ଥିଲେ ମଧ୍ୟ ପ୍ରେମିକା ମୋଟେ ବୁଝି ନଥିଲେ। ଯାହାକୁ ନେଇ ଦୋଲାମଣୀ ମାନସିକ ସନ୍ତୋଳନ ହରାଇ ବସିଥିଲେ। ଜୀବନଠୁ ଅଧିକ ଭଲ ପାଉଥିବା ପ୍ରେମିକାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ।

ଜୁଲାଇ ୧୪ ତାରିଖର ରାତି। ବାହାହେବା ପାଇଁ ଦୋଲାମଣୀ ନିଜ ବାଇକ୍‌ରେ ପ୍ରେମିକାଙ୍କୁ ଘଡାରେ ରହୁଥିବା ଘରୁ ବାହାରିଥିଲେ। ରାତି ପ୍ରାୟ ୧୨ଟା ହେବ। କେଗାଁ ଥାନା ଉଦନ୍ତି ନଦୀର ବ୍ରିଜ୍‌ ଉପରେ ପରିଶ୍ରା କରିବାର ବାହାନା କରି ଦୋଲାମଣୀ ବାଇକ୍‌ ଅଟକାଇଲେ। ଏହା ପରେ ନିଜ ପ୍ରେମିକାକୁ ପାଖକୁ ଡାକିଥିଲେ। ପ୍ରେମିକା କିନ୍ତୁ ବୁଝି ପାରିନଥିଲେ ପ୍ରେମିକର ଚାଲ୍‌। ଅନ୍ଧକାର ରାତିରେ ଉଦନ୍ତି ନଦୀକୁ ନିଜ ପ୍ରେମିକାକୁ ଠେଲି ଦେଲେ ଦୋଲାମଣୀ। ଆଉ ତା’ପରେ ସେଠାରୁ ଚମ୍ପଟ ମାରିଲେ।

ଯୁବତୀ ଜଣକ ପହଁରା ଜାଣିଥିବାରୁ ପହଁରି ପହଁରି କୂଳକୁ ଆସିଥିଲେ। ରାତି ଅନ୍ଧାରରେ ଓଦା ଜଡ଼ଶଡ଼ ହୋଇ ନିକଟ ଗାଁରେ ପହଞ୍ଚିଥିଲା। କବାଟ ବାଡେଇ ଗାଁ ଲୋକଙ୍କୁ ଡାକି ପୂରା ଘଟଣା କହିଥିଲେ। ସେହି ରାତିରେ ଯୁବତୀ ଜଣକ ସେହି ଗାଁରେ ରହିଥିଲେ। ତା’ପର ଦିନ ଅର୍ଥାତ ୧୫ ତାରିଖ ସକାଳେ ଗାଁ ଲୋକ ଯୁବତୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଏନେଇ କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଥିଲା। ତେବେ କଳାହାଣ୍ଡି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଏଥିରେ ହସ୍ତକ୍ଷେପ କରିବାରୁ ଆଜି ପୁଲିସ ଓ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story