ବ୍ରହ୍ମ ବିଭ୍ରାଟ: ହିନ୍ଦୁ ସେନା ପକ୍ଷରୁ ୧୨ ଘଣ୍ଟିଆ କଟକ ବନ୍ଦ

କଟକ: ବ୍ରହ୍ମ  ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ ହିନ୍ଦୁ ସେନା ପକ୍ଷରୁ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି। ହିନ୍ଦୁ ସେନାର କର୍ମୀମାନେ ମଧୁପାଟଣା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସହରର ସବୁ ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ ରହିଛି। ବାଦମବାଡି ବସଷ୍ଟାଣ୍ଡରେ ଯାନବାହାନ ଚଳାଳଚଳ ସ୍ୱାଭାବିକ ଥିଲେ ମଧ୍ୟ ବନ୍ଦ ଯୋଗୁଁ କିଛି ବସର ଯାତାୟତ ସମୟରେ ପରିବର୍ତ୍ତନ ହୋଇଛି। ଏହା ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଅନ୍ୟପକ୍ଷରେ […]

cuttack

cuttack

Rakesh Mallick
  • Published: Saturday, 04 July 2015
  • Updated: 04 July 2015, 05:14 AM IST

Sports

Latest News

କଟକ: ବ୍ରହ୍ମ  ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ ହିନ୍ଦୁ ସେନା ପକ୍ଷରୁ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି। ହିନ୍ଦୁ ସେନାର କର୍ମୀମାନେ ମଧୁପାଟଣା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସହରର ସବୁ ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ ରହିଛି। ବାଦମବାଡି ବସଷ୍ଟାଣ୍ଡରେ ଯାନବାହାନ ଚଳାଳଚଳ ସ୍ୱାଭାବିକ ଥିଲେ ମଧ୍ୟ ବନ୍ଦ ଯୋଗୁଁ କିଛି ବସର ଯାତାୟତ ସମୟରେ ପରିବର୍ତ୍ତନ ହୋଇଛି। ଏହା ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।

ଅନ୍ୟପକ୍ଷରେ ବାରମ୍ୱାର ବନ୍ଦ ଡାକାରାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story