ବ୍ରହ୍ମପୁର: କାଟଲୁନ୍ କୋ ଅପରେଟିଭ କ୍ରେଡିଟ୍ ଲିମିଟେଡର  ଡାଇରେକଟର ଓ ୩ ସହଯୋଗୀ ଗିରଫ

ବ୍ରହ୍ମପୁର: ଚିଟଫଣ୍ଡ କମ୍ପାନୀ କାଟଲୁନ୍ କୋ ଅପରେଟିଭ କ୍ରେଡିଟ୍ ଲିମିଟେଡର  ଡାଇରେକଟର ଅଶ୍ୱିନୀ କୁମାର ନାୟକଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରିଛି । ଅଧିକ ଲାଭର ପ୍ରଲୋଭନ ଦେଖାଇ ୯ କୋଟି ଟଙ୍କା ଠକି ନେଇଥିଲେ । ଶନିବାର ବିଳମ୍ୱିତ ରାତିରେ ଅଶ୍ୱିନୀ ଓ ତାଙ୍କ ୩ ସହଯୋଗୀ ପୋଲିସ ହାତରେ ଧରାପଡିଥିଲେ । ଏହି କମ୍ପାନୀ ୨୦୧୦ରୁ ୨୦୧୩ ମସିହା ମଧ୍ୟରେ ଗଞ୍ଜ।ମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବ୍ୟତୀତ ଭୁବନେଶ୍ୱର ଓ ସୁରଟରେ […]

bramhapur

Rakesh Mallick
  • Published: Sunday, 05 July 2015
  • , Updated: 05 July 2015, 04:44 AM IST

ବ୍ରହ୍ମପୁର: ଚିଟଫଣ୍ଡ କମ୍ପାନୀ କାଟଲୁନ୍ କୋ ଅପରେଟିଭ କ୍ରେଡିଟ୍ ଲିମିଟେଡର  ଡାଇରେକଟର ଅଶ୍ୱିନୀ କୁମାର ନାୟକଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରିଛି । ଅଧିକ ଲାଭର ପ୍ରଲୋଭନ ଦେଖାଇ ୯ କୋଟି ଟଙ୍କା ଠକି ନେଇଥିଲେ । ଶନିବାର ବିଳମ୍ୱିତ ରାତିରେ ଅଶ୍ୱିନୀ ଓ ତାଙ୍କ ୩ ସହଯୋଗୀ ପୋଲିସ ହାତରେ ଧରାପଡିଥିଲେ । ଏହି କମ୍ପାନୀ ୨୦୧୦ରୁ ୨୦୧୩ ମସିହା ମଧ୍ୟରେ ଗଞ୍ଜ।ମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବ୍ୟତୀତ ଭୁବନେଶ୍ୱର ଓ ସୁରଟରେ ଶାଖା ଖୋଲି ଲୋକଙ୍କଠାରୁ ଟଙ୍କା ଠକି ଥିଲେ । ଠକାମୀର ଶିକାର ଲୋକମାନେ ଏ ନେଇ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ ।

Related story