ଚିପ୍ସ ବୋଝେଇ ଟ୍ରକ୍‌କୁ ସମ୍ଭାଳି ପାରିଲାନି ପୋଲ, ପଢ଼ନ୍ତୁ ଅବସ୍ଥା କ’ଣ ହେଲା

Ordigital Desk
  • Published: Sunday, 24 June 2018
  • , Updated: 24 June 2018, 11:25 AM IST
<p>ଝାରସୁଗୁଡ଼ା( ଭାଗିରଥୀ ସାହୁ): ପୁଣି ଭୁଶୁଡ଼ିଲା ପୋଲ। ଝାରସୁଗୁଡ଼ା ଜିଲ୍ଲାର ବଞ୍ଜରୀ ପଞ୍ଚାୟତ ଅନ୍ତର୍ଗତ ଝାରସୁଗୁଡ଼ା ସୁନ୍ଦରଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା ଲୋଟସ୍&zwnj; ପୋଲ ଭୁଶୁଡ଼ି ପଡ଼ିଛି।</p> <p>&lt;a href=&quot;&quot;&gt;(image) &lt;/a&gt;ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟାରେ ଏକ ଚିପ୍ସ ବୋଝେଇ ହାଇୱା ଯାଉଥିବା ବେଳେ ପୋଲ ଭୁଶୁଡ଼ି ପଡ଼ିଥିଲା। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର। ଭୁଶୁଡ଼ିଥିବା ପୋଲ ଉପରେ ଫଶି ରହିଯାଇଛି ଚିପ୍ସ ବୋଝେଇ ହାଇୱା।</p>

Related story