୧୪ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ ! ପାଣିକୋଇଲିରେ ଗ୍ରାହକ ବେଶରେ ଆସି ଧରିଲେ

ଯାଜପୁର(ଗୁଲାମ ଗସ୍‌)/ଭୁବନେଶ୍ୱର: ଦୁଇଟି ଜାଗାରୁ ଜବତ ହେଲା ବ୍ରାଉନ ସୁଗର। ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । କଟକ ଫ୍ଲାଇଂ ସ୍କ୍ୱାଡ଼ ଏବଂ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଆଜି ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳରୁ ୯୦ ଗ୍ରାମର ବ୍ରାଉନ ସୁଗର ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ପାଣିକୋଇଲି ଅଞ୍ଚଳର ସୁଜିତ କୁମାର ଧଳ ଏବଂ ଆଶିଷ ପରିଡା ପାଣିକୋଇଲି […]

ybn

ybn

Tapas Behera
  • Published: Wednesday, 24 April 2019
  • Updated: 24 April 2019, 12:50 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌)/ଭୁବନେଶ୍ୱର: ଦୁଇଟି ଜାଗାରୁ ଜବତ ହେଲା ବ୍ରାଉନ ସୁଗର। ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । କଟକ ଫ୍ଲାଇଂ ସ୍କ୍ୱାଡ଼ ଏବଂ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଆଜି ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳରୁ ୯୦ ଗ୍ରାମର ବ୍ରାଉନ ସୁଗର ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ ପାଣିକୋଇଲି ଅଞ୍ଚଳର ସୁଜିତ କୁମାର ଧଳ ଏବଂ ଆଶିଷ ପରିଡା ପାଣିକୋଇଲି ଛକ ଠାରେ ଏହି  ବେପାର ଚଳାଇ ଥିଲେ। ଅବକାରୀ ବିଭାଗ ପାଖରେ ଏହି ଖବର ରହିଥିଲା। ତେବେ ଆଜି ସକାଳେ ଅବକାରୀ କର୍ମଚାରୀମାନେ ଗ୍ରାହକ ହୋଇ ବ୍ରାଉନ ସୁଗର କ୍ରୟ କରିବା ଆଳରେ ବେପାରର ପର୍ଦ୍ଧାଫାଶ କରିଥିଲେ।

ସେମାନଙ୍କ ଠାରୁ ୯୦ ଗ୍ରାମର ବ୍ରାଉନ ସୁଗର ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୯ଲକ୍ଷ ଟଙ୍କା ହେବ। କିଛି ଦିନ ତଳେ ବ୍ୟାସନଗର ଅଞ୍ଚଳରୁ ବ୍ରାଉନ ସୁଗର ଜବତ ହୋଇଥିଲା।

ସେହିପରି ଭୁବନେଶ୍ୱର ହଳଦୀପଡ଼ଇା ବସ୍ତିରୁ ବ୍ରାଉନସୁଗର ଜବତ କରାଯାଇଛି। ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ଼ ବସ୍ତିରେ ଚଢ଼ଉ କରି ୪୫ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଜଣକୁ ଗିରଫ କରିଛି। ଜବତ ବ୍ରାଉନ ସୁଗରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story