ମାଓ ମୁକାବିଲା ଚିନ୍ତା: ବିଏସ୍ଏଫ୍,କୋବ୍ରା ଓ ସିଆରପିଏଫ୍‌ର ମିଳିତ ଟ୍ରେନିଂ ଉପରେ ଦିଆଯାଉଛି ଗୁରୁତ୍ୱ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ମାଓବାଦୀଙ୍କ ଜୋରଦାର ମୁକାବିଲା କରାଯିବ। ଫୋକସ୍‌ରେ ଆନ୍ଧ୍ର ଓ ଛତିଶଗଡ଼ ସୀମା ରହିବ ବୋଲି ବିଏସ୍ଏଫର ଅତିରିକ୍ତ ଏଡିଜି ଅରୁଣ କୁମାର କହିଛନ୍ତି। ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି। ସେ ଆହୁରି କହିଛନ୍ତି,“ବିଏସ୍ଏଫ୍, କୋବ୍ରା ଓ ସିଆରପିଏଫ୍‌ର ମିଳିତ ଟ୍ରେନିଂ ଉପରେ ଗୁରୁତ୍ୱ ଦିଆଯାଉଛି। ପୋଲିସର ଆଧୁନିକୀକରଣ ନେଇ କେନ୍ଦ୍ର କ୍ୟାବିନେଟର୍‌ ମଞ୍ଜୁରୀ ଯବାନଙ୍କ ମନୋବଳ ବଢ଼ାଇବ।”

Rakesh Mallick
  • Published: Thursday, 28 September 2017
  • , Updated: 28 September 2017, 05:13 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ମାଓବାଦୀଙ୍କ ଜୋରଦାର ମୁକାବିଲା କରାଯିବ। ଫୋକସ୍‌ରେ ଆନ୍ଧ୍ର ଓ ଛତିଶଗଡ଼ ସୀମା ରହିବ ବୋଲି ବିଏସ୍ଏଫର ଅତିରିକ୍ତ ଏଡିଜି ଅରୁଣ କୁମାର କହିଛନ୍ତି। ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି।

ସେ ଆହୁରି କହିଛନ୍ତି,“ବିଏସ୍ଏଫ୍, କୋବ୍ରା ଓ ସିଆରପିଏଫ୍‌ର ମିଳିତ ଟ୍ରେନିଂ ଉପରେ ଗୁରୁତ୍ୱ ଦିଆଯାଉଛି। ପୋଲିସର ଆଧୁନିକୀକରଣ ନେଇ କେନ୍ଦ୍ର କ୍ୟାବିନେଟର୍‌ ମଞ୍ଜୁରୀ ଯବାନଙ୍କ ମନୋବଳ ବଢ଼ାଇବ।”

Related story