ମ୍ୟାଲେରିଆରେ ବିଏସ୍‌ଏଫ୍ ଯବାନଙ୍କ ମୃତ୍ୟୁ

ବଲାଙ୍ଗିର(ସସ୍ମିତା ସାହୁ): ବଲାଙ୍ଗିର ଜିଲ୍ଳା ମୁରିବାହାଲ ବ୍ଲକ୍‌ ବିଜାମାଲ ଗାଁରେ ଜଣେ ବିଏସ୍ଏଫ୍ ଯବାନଙ୍କ ପରଲୋକ ହୋଇଯାଇଛି। ତାଙ୍କ ନାଁ ତ୍ରିନାଥ ମାଝୀ। ସେ ମ୍ୟାଲେରିଆରେ ପୀଡ଼ିତ ଥିଲେ। ନବରଙ୍ଗପୁରରେ ଡ୍ୟୁଟିରେ ଥିବା ତ୍ରିନାଥ ଗତ ୧୩ ତାରିଖରୁ ଛୁଟିରେ ଘରକୁ ଆସିଥିଲେ।  ୨୦ ତାରିଖ ଦିନ ତାଙ୍କୁ ଜ୍ୱର ହେଲା। ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନା ନିଆଯାଇଥିଲା। ପରୀକ୍ଷା ପରେ ତାଙ୍କୁ ମ୍ୟାଲେରିଆ ହୋଇଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ତାଙ୍କର […]

Jawan-1

Ordigital Desk
  • Published: Wednesday, 23 May 2018
  • , Updated: 23 May 2018, 02:05 PM IST

ବଲାଙ୍ଗିର(ସସ୍ମିତା ସାହୁ): ବଲାଙ୍ଗିର ଜିଲ୍ଳା ମୁରିବାହାଲ ବ୍ଲକ୍‌ ବିଜାମାଲ ଗାଁରେ ଜଣେ ବିଏସ୍ଏଫ୍ ଯବାନଙ୍କ ପରଲୋକ ହୋଇଯାଇଛି। ତାଙ୍କ ନାଁ ତ୍ରିନାଥ ମାଝୀ। ସେ ମ୍ୟାଲେରିଆରେ ପୀଡ଼ିତ ଥିଲେ।

ନବରଙ୍ଗପୁରରେ ଡ୍ୟୁଟିରେ ଥିବା ତ୍ରିନାଥ ଗତ ୧୩ ତାରିଖରୁ ଛୁଟିରେ ଘରକୁ ଆସିଥିଲେ।  ୨୦ ତାରିଖ ଦିନ ତାଙ୍କୁ ଜ୍ୱର ହେଲା। ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନା ନିଆଯାଇଥିଲା। ପରୀକ୍ଷା ପରେ ତାଙ୍କୁ ମ୍ୟାଲେରିଆ ହୋଇଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

 

Related story