ବୁର୍ଲା ମେଡିକାଲରେ ଦୁଇ ଡେଙ୍ଗୁ ରୋଗୀ ଭର୍ତ୍ତି

ସମ୍ୱଲପୁର: ଜିଲ୍ଲାରେ ଆଜି ୨ ଜଣ ମହିଳା ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ବୁର୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ସମ୍ୱଲପୁରର । ସେମାନଙ୍କୁ ମେଡିକାଲର ମହିଳା ମେଡିସିନ ୱାର୍ଡରେ ଭର୍ତ୍ତି କରାଯାଇଛି। ତେବେ ଚିକିତ୍ସାରେ ଅବହେଳା କରାଯାଉଥିବା ପିଡୀତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବେଡ ନ ଥିବାରୁ ସେମାନେ ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି। ସେପଟେ ଡେଙ୍ଗୁ ଆକ୍ରାନ୍ତଙ୍କୁ ସାଧାରଣ […]

kbsingh

kbsingh

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 04:38 PM IST

Sports

Latest News

ସମ୍ୱଲପୁର: ଜିଲ୍ଲାରେ ଆଜି ୨ ଜଣ ମହିଳା ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ବୁର୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ସମ୍ୱଲପୁରର । ସେମାନଙ୍କୁ ମେଡିକାଲର ମହିଳା ମେଡିସିନ ୱାର୍ଡରେ ଭର୍ତ୍ତି କରାଯାଇଛି। ତେବେ ଚିକିତ୍ସାରେ ଅବହେଳା କରାଯାଉଥିବା ପିଡୀତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବେଡ ନ ଥିବାରୁ ସେମାନେ ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି। ସେପଟେ ଡେଙ୍ଗୁ ଆକ୍ରାନ୍ତଙ୍କୁ ସାଧାରଣ ରୋଗୀଙ୍କ ଠାରୁ ଅଲଗା ଚିକିତ୍ସା କରାଯିବାର ନିୟମ ରହିଛି । ମାତ୍ର ଏଠାରେ ସାଧାରଣ ରୋଗୀଙ୍କ ସହ ରଖାଯାଇ ଏମାନଙ୍କୁ ଚିକିତ୍ସା କରାଯାଉଥିବାରୁ ସେମାନଙ୍କ ସମ୍ପର୍କୀୟମାନେ ବିରୋଧ କରିଛନ୍ତି । ଏ ସମ୍ପର୍କରେ ଭିମସାରର ନିର୍ଦ୍ଦେଶକ କହିଛନ୍ତି ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ଆସନ୍ତାକାଲି ସୁଦ୍ଧା ସ୍ୱତନ୍ତ୍ର ୱାର୍ଡ ଖୋଲାଯିବ ।  ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story