ବସ୍ ଭଡ଼ା କମିଲା

ଭୁବନେଶ୍ୱର: ରାଜ୍ୟ ସରକାର ପୁଣି ଥରେ ବସ ଭଡା ହ୍ରାସ କରିଛନ୍ତି। ଅଡିନାରୀ ଏବଂ ଏକ୍ସପ୍ରେସ ବସରେ ଯାତ୍ରୀ ଭଡା ୧ ପଇସା କମିଛି । ସେହିପରି ଡିଲକ୍ସ ଏବଂ ଏସି ଡିଲକ୍ସ ବସରେ ଯାତ୍ରୀ ଭଡା କିଲୋମିଟର ପିଛା ୨ ପଇସା ହ୍ରାସ କରଯାଇଛି । ଭଡା ହ୍ରାସ ପରେ ଅଡିନାରୀ ବସ୍ ଏଣିକି କିଲୋମିଟର ପିଛା ୫୯ ପଇସା ବଦଳରେ ୫୮ ପଇସା ପଡିବ । ସେହିପରି ଏକ୍ସପ୍ରେସ ବସରେ କିଲୋମିଟର ପିଛା ୬୨ […]

government-hikes-bus-fare

Rakesh Mallick
  • Published: Thursday, 16 July 2015
  • , Updated: 16 July 2015, 10:04 AM IST

ଭୁବନେଶ୍ୱର: ରାଜ୍ୟ ସରକାର ପୁଣି ଥରେ ବସ ଭଡା ହ୍ରାସ କରିଛନ୍ତି। ଅଡିନାରୀ ଏବଂ ଏକ୍ସପ୍ରେସ ବସରେ ଯାତ୍ରୀ ଭଡା ୧ ପଇସା କମିଛି । ସେହିପରି ଡିଲକ୍ସ ଏବଂ ଏସି ଡିଲକ୍ସ ବସରେ ଯାତ୍ରୀ ଭଡା କିଲୋମିଟର ପିଛା ୨ ପଇସା ହ୍ରାସ କରଯାଇଛି । ଭଡା ହ୍ରାସ ପରେ ଅଡିନାରୀ ବସ୍ ଏଣିକି କିଲୋମିଟର ପିଛା ୫୯ ପଇସା ବଦଳରେ ୫୮ ପଇସା ପଡିବ । ସେହିପରି ଏକ୍ସପ୍ରେସ ବସରେ କିଲୋମିଟର ପିଛା ୬୨ ପଇସା ବଦଳରେ ୬୧ ପଇସା ପଡିବ ।

Related story