ଘାଟିରେ ଯାଉଥିଲା, ବ୍ରେକ୍ ଫେଲ୍ ହୋଇଗଲା

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି। ଫଳରେ ୪୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମା’ ଲକ୍ଷ୍ମୀ ନାମକ ଏହି ବସ୍‌ଟି ରାଇରଙ୍ଗପୁରରୁ ବାରିପଦା ଅଭିମୁଖେ ଯାଉଥିଲା। ଦିନ ପ୍ରାୟ ୧୧ଟା ବେଳେ ବାଙ୍ଗିରିପୋଷି ଘାଟି ଦେଇ ଯାଉଥିବା ବେଳେ ବସ୍‌ଟିର ବ୍ରେକ୍ ଫେଲ୍ ହୋଇଯାଇଥିଲା। ପରେ ବସ୍‌ଟି ଏକ ପଥରରେ ଯାଇ ପିଟି ହୋଇ ରହିଯାଇଥିଲା। ବାଙ୍ଗିରିପୋଷି ପୋଲିସ୍ […]

buscopy

buscopy

Rakesh Mallick
  • Published: Friday, 06 July 2018
  • Updated: 06 July 2018, 01:12 PM IST

Sports

Latest News

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି। ଫଳରେ ୪୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମା’ ଲକ୍ଷ୍ମୀ ନାମକ ଏହି ବସ୍‌ଟି ରାଇରଙ୍ଗପୁରରୁ ବାରିପଦା ଅଭିମୁଖେ ଯାଉଥିଲା। ଦିନ ପ୍ରାୟ ୧୧ଟା ବେଳେ ବାଙ୍ଗିରିପୋଷି ଘାଟି ଦେଇ ଯାଉଥିବା ବେଳେ ବସ୍‌ଟିର ବ୍ରେକ୍ ଫେଲ୍ ହୋଇଯାଇଥିଲା। ପରେ ବସ୍‌ଟି ଏକ ପଥରରେ ଯାଇ ପିଟି ହୋଇ ରହିଯାଇଥିଲା।

ବାଙ୍ଗିରିପୋଷି ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos