ବସ ଓଲଟି ୪୦ରୁ ଊର୍ଦ୍ଧ୍ୱ ଆହତ

ଜମ୍ବୁ: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶଘାଇ ରାସ୍ତାର ଜଅଁରା ନିକଟରେ ଭାରସାମ୍ୟ ହରାଇ ବୁଧବାର ଏକ ଘରୋଇ ବସ ଓଲଟି ପଡିବାରୁ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୧୧ଜଣଙ୍କୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ୧୨ଜଣଙ୍କୁ କଟକ ଓ ୧୩ଜଣଙ୍କୁ ମହାପାଳପଡା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଗୌରୀଶଙ୍କର ନାମକ ବସ ୭୫ରୁ ଊର୍ଦ୍ଧ୍ୱ ଯାତ୍ରୀ ନେଇ କଟକରୁ ମହାକାଳପଡା ଯାଉଥିଲା । ଜଅଁରା ନିକଟରେ ଜଣେ ବୃଦ୍ଧ ରାସ୍ତା ଉପରକୁ ଚାଲି […]

jambu

jambu

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 05:08 AM IST

ଜମ୍ବୁ: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶଘାଇ ରାସ୍ତାର ଜଅଁରା ନିକଟରେ ଭାରସାମ୍ୟ ହରାଇ ବୁଧବାର ଏକ ଘରୋଇ ବସ ଓଲଟି ପଡିବାରୁ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୧୧ଜଣଙ୍କୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ୧୨ଜଣଙ୍କୁ କଟକ ଓ ୧୩ଜଣଙ୍କୁ ମହାପାଳପଡା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଗୌରୀଶଙ୍କର ନାମକ ବସ ୭୫ରୁ ଊର୍ଦ୍ଧ୍ୱ ଯାତ୍ରୀ ନେଇ କଟକରୁ ମହାକାଳପଡା ଯାଉଥିଲା । ଜଅଁରା ନିକଟରେ ଜଣେ ବୃଦ୍ଧ ରାସ୍ତା ଉପରକୁ ଚାଲି ଆସିବାରୁ ଗାଡି ଚାଳକ ତାଙ୍କୁ ବଞ୍ଚାଇବାକୁ ବ୍ରକ ମାରିଥିଲେ । ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story