କାଲିଠୁ କଟକ-ଭୁବନେଶ୍ୱର ମଧ୍ୟରେ ଚାଲିବ ବସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଲିଠାରୁ କଟକ-ଭୁବନେଶ୍ୱର ମଧ୍ୟରେ ବସ୍ ଚାଲିବ। ତେବେ ସରକାରୀ ଚାକିରିଆଙ୍କ ସୁବିଧା ପାଇଁ କେବଳ ଗୋଟିଏ ବସ୍ ଚାଲିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି, ବସ୍‌ଟି ଅଫିସ୍ ଟାଇମ୍‌ରେ ଯା’ଆସ କରିବ। ଏଥିପାଇଁ ଭଡ଼ା ୩୦ ଟଙ୍କା ରଖାଯାଇଛି। ଏହା ସହିତ ଗ୍ରୀନ୍‌ ଜୋନ୍‌ରେ ବସ୍ ଚଳାଇବାକୁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି। ଗ୍ରୀନ୍‌ ଜୋନ୍‌ରେ ଭଡ଼ା ଦୁଇ ଗୁଣ କରି ବସ୍ ଚଳାଇବା ପାଇଁ […]

bhubneswar

bhubneswar

Jitendra Garnayak
  • Published: Tuesday, 12 May 2020
  • Updated: 12 May 2020, 12:19 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଲିଠାରୁ କଟକ-ଭୁବନେଶ୍ୱର ମଧ୍ୟରେ ବସ୍ ଚାଲିବ। ତେବେ ସରକାରୀ ଚାକିରିଆଙ୍କ ସୁବିଧା ପାଇଁ କେବଳ ଗୋଟିଏ ବସ୍ ଚାଲିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ସେ କହିଛନ୍ତି, ବସ୍‌ଟି ଅଫିସ୍ ଟାଇମ୍‌ରେ ଯା’ଆସ କରିବ। ଏଥିପାଇଁ ଭଡ଼ା ୩୦ ଟଙ୍କା ରଖାଯାଇଛି।

ଏହା ସହିତ ଗ୍ରୀନ୍‌ ଜୋନ୍‌ରେ ବସ୍ ଚଳାଇବାକୁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି। ଗ୍ରୀନ୍‌ ଜୋନ୍‌ରେ ଭଡ଼ା ଦୁଇ ଗୁଣ କରି ବସ୍ ଚଳାଇବା ପାଇଁ ବିଚାର କରାଯାଇଥିବା ଶ୍ରୀ ବେହେରା କହିଛନ୍ତି। କାରଣ ବସ୍‌ର ସିଟ୍‌ କ୍ଷମତାର ଅଧାର ଯାତ୍ରୀ ନେଇ ବସ୍ ଚଳାଇବାକୁ ମାଲିକମାନେ ରାଜି ହେଉ ନାହାନ୍ତି। ଏହା ଦ୍ୱାରା ସେମାନଙ୍କ ତେଲ ଖର୍ଚ୍ଚ ବି ଉଠିବ ନାହିଁ ବୋଲି ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story