ଆଜି ରାଜ୍ୟ କ୍ୟାବିନେଟ୍; ୧୧ଟି ଏଜେଣ୍ଡା ଉପରେ ହେବ ବିଚାରବିମର୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟା ୬ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୋଟ ୧୧ଟି ଏଜେଣ୍ଡା ଉପରେ ବିଚାରବିମର୍ଷ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଏହି କ୍ୟାବିନେଟ୍ ବୈଠକ ୧୯ତାରିଖ ସନ୍ଧ୍ୟା ୬ଟାରେ ହେବାର ଥିଲା। କିନ୍ତୁ ମନ୍ତ୍ରୀମାନେ ବିଜେପୁର ଉପନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ବୈଠକକୁ ୨୧ତାରିଖ ସନ୍ଧ୍ୟା ୬ଟାରେ କରିବାକୁ ନିଷ୍ପତ୍ତି […]

odisha-1

odisha-1

Niharika Rout
  • Published: Monday, 21 October 2019
  • Updated: 21 October 2019, 10:50 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟା ୬ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୋଟ ୧୧ଟି ଏଜେଣ୍ଡା ଉପରେ ବିଚାରବିମର୍ଷ ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଏହି କ୍ୟାବିନେଟ୍ ବୈଠକ ୧୯ତାରିଖ ସନ୍ଧ୍ୟା ୬ଟାରେ ହେବାର ଥିଲା। କିନ୍ତୁ ମନ୍ତ୍ରୀମାନେ ବିଜେପୁର ଉପନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ବୈଠକକୁ ୨୧ତାରିଖ ସନ୍ଧ୍ୟା ୬ଟାରେ କରିବାକୁ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ ବୈଠକରେ ଯେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେଗୁଡ଼ିକ ମଧ୍ୟରେ ଓଡ଼ିଶା ହିନ୍ଦୁ ରିଲିଜିୟସ୍ ଏଣ୍ଟାଓମେଣ୍ଟ ଆକ୍ଟରେ ସଂଶୋଧନ, ୧୯ଟି ଶିକ୍ଷାନୁଷ୍ଠାନକୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିୟନ୍ତ୍ରଣକୁ ନେବା, ଓଡ଼ିଶା ଶ୍ରମ ଆଇନରେ ସଂଶୋଧନ, ୫ଟି ଜିଲ୍ଲା ଯଥା ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜରେ ମେଗା ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିୟନ୍ତ୍ରଣକୁ ୧୯ଟି ଶିକ୍ଷାନୁଷ୍ଠାନ ହସ୍ତାନ୍ତର ଆଦି ରହିଛି।

ଏହାବ୍ୟତୀତ ଓଡ଼ିଶା ଜଳସମ୍ପଦ ବିଭାଗରେ ମୁଖ୍ୟଯନ୍ତ୍ରୀସ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ମିନିଷ୍ଟ୍ରିଆଲ୍ ସର୍ଭିସ୍ ରୁଲ୍ ପ୍ରଣୟନ, ଓଡ଼ିଶା ସଚିବାଳୟ ସେବା କ୍ୟାଡର ରୁଲ୍‌ରେ ସଂଶୋଧନ ସମେତ ଅନୁସୂଚିତ ଜାତି ଓ ଜନଜାତି, ଓବିସି ଓ ଏସଇବିଏସ ବର୍ଗର ଜାତିଗତ ପ୍ରମାଣପତ୍ର ଏବଂ ଆୟକର ପ୍ରମାଣପତ୍ର ପାଇଁ ଆବେଦନ ଫି ଓ ୟୁଜର୍ସ ଫି’କୁ ଉଚ୍ଛେଦ କରାଯିବା ପାଇଁ ରାଜସ୍ୱ ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story