ପାର୍କିଂରେ ଜଳିଗଲା କାର୍‌

Ordigital Desk
  • Published: Wednesday, 16 May 2018
  • , Updated: 16 May 2018, 11:30 AM IST
<p>ପୁରୀ(ମଧୁସୂଦନ ମିଶ୍ର): ପୁରୀର ଚକ୍ରତୀର୍ଥ ବେଳାଭୂମିରେ ଏକ କାର୍&zwnj; ଜଳିଯାଇଛି। ଏକ ହୋଟେଲ ନିକଟରେ ପାର୍କିଂ କରିଥିବା ସରକାରୀ ଗାଡ଼ିରେ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ତେବେ ଗାଡିଟିରେ ନିଆଁ ଲାଗିବା ଅବସ୍ଥାରେ ଏହା ଗଡ଼ି ଗଡ଼ି ଯାଇ ଏକ ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ଅଟକି ଯାଇଥିଲା।</p> <p>ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗାଡିଟି କାହାର ସେନେଇ ଜଣାପଡ଼ି ନାହିଁ।</p>

Related story