ହୁତୁହୁତୁ ହୋଇ ଜଳିଗଲା କାର୍

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଚାହୁଁ ଚାହୁଁ ରାସ୍ତା ଉପରେ ଜଳିଗଲା କାର୍। ୫୩ ନମ୍ବର ଜାତୀୟ ରାଜପଥ ସମ୍ବଲପୁର ବରେଇପାଲି ନିକଟରେ ଏକ କାର୍ ହୁତୁହୁତୁ ହୋଇ ଜଳିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଗତ ରାତିରେ ରାସ୍ତା ଉପରେ କାର୍‌ଟି ପାର୍କିଂ ହୋଇଥିବା ବେଳେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା ।   କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ଦେଇଥିବା ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି ।  ପୂର୍ବ ଶତ୍ରୁତା […]

car

car

Niharika Rout
  • Published: Thursday, 26 November 2020
  • Updated: 26 November 2020, 08:27 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଚାହୁଁ ଚାହୁଁ ରାସ୍ତା ଉପରେ ଜଳିଗଲା କାର୍। ୫୩ ନମ୍ବର ଜାତୀୟ ରାଜପଥ ସମ୍ବଲପୁର ବରେଇପାଲି ନିକଟରେ ଏକ କାର୍ ହୁତୁହୁତୁ ହୋଇ ଜଳିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଗତ ରାତିରେ ରାସ୍ତା ଉପରେ କାର୍‌ଟି ପାର୍କିଂ ହୋଇଥିବା ବେଳେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା ।   କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ଦେଇଥିବା ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି ।  ପୂର୍ବ ଶତ୍ରୁତା ହେଉ କି କୌଣସି ବଚସାକୁ ନେଇ କେହି ଚିହ୍ନା ଲୋକ ହିଁ ଏପରି କରିଥିବା ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି  । ପୁଲିସ୍‌ ଘଟଣାର ଅନୁସନ୍ଧାନ ଚଳାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story