ଶିଶୁ ଉପରେ ମାଡିଗଲା କାର୍

ଚୌଦ୍ୱାର (ଓଡ଼ିଶା ରିପୋର୍ଟର) ଚୌଦ୍ୱାର ଥାନା କରଞ୍ଜି ଛକ ନିକଟରେ ଶୋଚନୀୟ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଠିଆ ହୋଇଥିବା ଶିଶୁ ଉପରେ ମାଡିଗଲା କାର୍ । ଫଳରେ ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁଟି ସ୍ଥାନୀୟ ଗେଡଧୁଆ ଗାଁର। ଶିଶୁଟି ରାସ୍ତା କଡରେ ଥିବା ବିଲରେ କାମ କରୁଥିବା ନିଜ ବାପାଙ୍କୁ ଖାଇବାକୁ ଦେଇ ରାସ୍ତା ପାର୍ ହେଉଥିବାବେଳେ ଏକ କାର୍ ଦ୍ରୁତ ଗତିରେ ଆସି ତାକୁ ଧକ୍କା ମାରି ପଳାଇ ଯାଇଥିଲା। […]

9001

9001

Tapas Behera
  • Published: Sunday, 22 December 2019
  • Updated: 22 December 2019, 05:08 PM IST

Sports

Latest News

ଚୌଦ୍ୱାର (ଓଡ଼ିଶା ରିପୋର୍ଟର) ଚୌଦ୍ୱାର ଥାନା କରଞ୍ଜି ଛକ ନିକଟରେ ଶୋଚନୀୟ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଠିଆ ହୋଇଥିବା ଶିଶୁ ଉପରେ ମାଡିଗଲା କାର୍ । ଫଳରେ ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁଟି ସ୍ଥାନୀୟ ଗେଡଧୁଆ ଗାଁର। ଶିଶୁଟି ରାସ୍ତା କଡରେ ଥିବା ବିଲରେ କାମ କରୁଥିବା ନିଜ ବାପାଙ୍କୁ ଖାଇବାକୁ ଦେଇ ରାସ୍ତା ପାର୍ ହେଉଥିବାବେଳେ ଏକ କାର୍ ଦ୍ରୁତ ଗତିରେ ଆସି ତାକୁ ଧକ୍କା ମାରି ପଳାଇ ଯାଇଥିଲା।

ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କରଂଜି ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଟାଙ୍ଗି-କପିଳାସ ରାସ୍ତାରେ ଯାତାୟାତ ବନ୍ଦ ରହିଛି। ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story