ରଥଯାତ୍ରା ସମନ୍ୱୟ ବୈଠକ ବର୍ଜନ: ପୋଷ୍ଟର ମାରି ବିରୋଧ

ପୁରୀ (ପ୍ରଦୀପ ମହାନ୍ତି): ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମନ୍ୱୟ ବୈଠକ ବର୍ଜନ ପାଇଁ ପୋଷ୍ଟର ମରାଯାଇ ଆହ୍ୱାନ ଦିଆଯାଇଛି। ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ ଏହି ଆହ୍ୱାନ ଦେଇଛି। ଏହି ପୋଷ୍ଟରରେ ନିଳାଦ୍ରୀ ବିଜେଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ବିବାଦ କଥା ଉଲ୍ଲେଖ ରହିଛି। ପୋଷ୍ଟରରେ ଜିଲ୍ଲାପାଳଙ୍କ ଦ୍ୱାରା ଦମନମୂଳକ କାର୍ଯ୍ୟ ମଧ୍ୟ ଉଲ୍ଲେଖ କରାଯାଇଛି। ଏସବୁର ପ୍ରତିବାଦ କରିଛି ସେବାୟତ ସମ୍ମିଳନୀ। ସେବାୟତ ସମାଜ ବିରୋଧୀ ମନୋଭାବର ପ୍ରତିବାଦ କରି ବୈଠକ ବର୍ଜନର ଆହ୍ୱାନ ଦିଆଯାଇଛି।

puri

puri

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 05:49 PM IST

Sports

Latest News

ପୁରୀ (ପ୍ରଦୀପ ମହାନ୍ତି): ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମନ୍ୱୟ ବୈଠକ ବର୍ଜନ ପାଇଁ ପୋଷ୍ଟର ମରାଯାଇ ଆହ୍ୱାନ ଦିଆଯାଇଛି। ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ ଏହି ଆହ୍ୱାନ ଦେଇଛି। ଏହି ପୋଷ୍ଟରରେ ନିଳାଦ୍ରୀ ବିଜେଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ବିବାଦ କଥା ଉଲ୍ଲେଖ ରହିଛି।

ପୋଷ୍ଟରରେ ଜିଲ୍ଲାପାଳଙ୍କ ଦ୍ୱାରା ଦମନମୂଳକ କାର୍ଯ୍ୟ ମଧ୍ୟ ଉଲ୍ଲେଖ କରାଯାଇଛି। ଏସବୁର ପ୍ରତିବାଦ କରିଛି ସେବାୟତ ସମ୍ମିଳନୀ। ସେବାୟତ ସମାଜ ବିରୋଧୀ ମନୋଭାବର ପ୍ରତିବାଦ କରି ବୈଠକ ବର୍ଜନର ଆହ୍ୱାନ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story