କାର୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଗୁଡ଼ପଡ଼ା ଛକରେ କାର୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଲଳିତ ବାଦୀ। ତାଙ୍କ ଘର ବାଦିକଟା ଗାଁରେ ବୋଲି ଜଣାପଡ଼ିଛି। ଲଳିତ ଆଜି କୌଣସି କାମରେ ସାଇକେଲ୍ ଯୋଗେ ଯାଉଥିବା ବେଳେ କାର୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଉଁଶୁଣୀ ପୁଲିସ୍ […]

accident

Jyoshna Pradhan
  • Published: Monday, 02 December 2019
  • , Updated: 02 December 2019, 12:53 PM IST

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଗୁଡ଼ପଡ଼ା ଛକରେ କାର୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଲଳିତ ବାଦୀ। ତାଙ୍କ ଘର ବାଦିକଟା ଗାଁରେ ବୋଲି ଜଣାପଡ଼ିଛି।

ଲଳିତ ଆଜି କୌଣସି କାମରେ ସାଇକେଲ୍ ଯୋଗେ ଯାଉଥିବା ବେଳେ କାର୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବାଉଁଶୁଣୀ ପୁଲିସ୍ ଦୁର୍ଘଟଣା ଘଟାଇଥିବା କାର୍‌କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

Related story