କେନାଲରେ ପଶିଗଲା ଚଳନ୍ତା କାର

କଟକ(ଓଡ଼ିଶା ରିପୋର୍ଟର): କେନାଲରେ ପଶିଗଲା ଚଳନ୍ତା କାର। କଟକ କଲ୍ୟାଣୀନଗରରେ ଏକ କାର କେନାଲ ଭିତରକୁ ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍ ଭିତରେ ଜଣେ ବ୍ୟକ୍ତି ଥିଲେ। ଓଡ୍ରାଫ ଟିମ୍ ଓ ମଧୁପାଟଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାର୍‌ ଭିତରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାସ୍ତା ଉପରେ ଦୁଇଟି ଷଣ୍ଢ ଲଢ଼େଇ ଲାଗୁ ଥିଲେ। ଯାହାଫଳରେ କାର୍‌ ଚାଳକ ଭାରସାମ୍ୟ ହରାଇ କେନାଲ ଭିତରକୁ […]

cuttack

Manoranjan Sial
  • Published: Friday, 25 September 2020
  • , Updated: 25 September 2020, 09:26 PM IST

କଟକ(ଓଡ଼ିଶା ରିପୋର୍ଟର): କେନାଲରେ ପଶିଗଲା ଚଳନ୍ତା କାର। କଟକ କଲ୍ୟାଣୀନଗରରେ ଏକ କାର କେନାଲ ଭିତରକୁ ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍ ଭିତରେ ଜଣେ ବ୍ୟକ୍ତି ଥିଲେ। ଓଡ୍ରାଫ ଟିମ୍ ଓ ମଧୁପାଟଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାର୍‌ ଭିତରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାସ୍ତା ଉପରେ ଦୁଇଟି ଷଣ୍ଢ ଲଢ଼େଇ ଲାଗୁ ଥିଲେ। ଯାହାଫଳରେ କାର୍‌ ଚାଳକ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଥିଲେ।

Related story