କାଷ୍ଟିଂ କାଉଚ ମାମଲା: ଚଣ୍ଡି ପରିଜା ଓ ସୁବ୍ରତ ଜେନାଙ୍କ ଜାମିନ ଆବେଦନ

କଟକ: ଅଭିନେତ୍ରୀ ଶର୍ମିଷ୍ଠା ଆଣିଥିବା କାଷ୍ଠିଂ କାଉଚ୍‌ ଅଭିଯୋଗରେ ଛନ୍ଦି ହୋଇଥିବା ନିର୍ଦ୍ଦେଶକ ଚଣ୍ଡି ପରିଜା ଏବଂ ପ୍ରଯୋଜକ ସୁବ୍ରତ ଜେନା ହାଇକୋର୍ଟରେ ଆଜି ଜାମିନ ଆବେଦନ କରିଛନ୍ତି। ଶର୍ମିଷ୍ଠାଙ୍କ ଏତଲାକୁ ଆଧାର କରି କମିଶନରେଟ୍‌ ପୋଲିସ ପରିଜା ଏବଂ ଜେନାଙ୍କ ସମେତ ୬ ଜଣଙ୍କୁ ନୋଟିସ୍‌ ଜାରି କରିଛି। ଶର୍ମିଷ୍ଠା ଦେଖାଇଥିବା ପ୍ରମାଣ ସତ କି ମିଛ ପୋଲିସ ତା’ର ଯାଞ୍ଚ କରୁଛି।

casting

Rakesh Mallick
  • Published: Wednesday, 29 June 2016
  • , Updated: 29 June 2016, 11:00 PM IST

କଟକ: ଅଭିନେତ୍ରୀ ଶର୍ମିଷ୍ଠା ଆଣିଥିବା କାଷ୍ଠିଂ କାଉଚ୍‌ ଅଭିଯୋଗରେ ଛନ୍ଦି ହୋଇଥିବା ନିର୍ଦ୍ଦେଶକ ଚଣ୍ଡି ପରିଜା ଏବଂ ପ୍ରଯୋଜକ ସୁବ୍ରତ ଜେନା ହାଇକୋର୍ଟରେ ଆଜି ଜାମିନ ଆବେଦନ କରିଛନ୍ତି।

ଶର୍ମିଷ୍ଠାଙ୍କ ଏତଲାକୁ ଆଧାର କରି କମିଶନରେଟ୍‌ ପୋଲିସ ପରିଜା ଏବଂ ଜେନାଙ୍କ ସମେତ ୬ ଜଣଙ୍କୁ ନୋଟିସ୍‌ ଜାରି କରିଛି। ଶର୍ମିଷ୍ଠା ଦେଖାଇଥିବା ପ୍ରମାଣ ସତ କି ମିଛ ପୋଲିସ ତା’ର ଯାଞ୍ଚ କରୁଛି।

Related story