ଅପରାହ୍ଣରେ ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଶ୍ରେଣୀ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇବ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଏଜୁକେସନ ତଥା CBSEର ଦଶମ ଶ୍ରେଣୀ ପରୀକ୍ଷାଫଳ। ଅପରାହ୍ନ ୪ଟାରେ ପରୀକ୍ଷା ଫଳ CBSE ର ୱେବସାଇଟ୍ cbse.nic.inରେ ଉପଲବ୍ଧ ହେବ।  ବିଭାଗୀୟ କେନ୍ଦ୍ର ସଚିବ ଅନିଲ ସ୍ୱରୂପ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ପରୀକ୍ଷାର୍ଥୀମାନେ cbse.examresults.net କିମ୍ବା cbse.nic.in ରେ ନିଜର ଫଳାଫଳ ଦେଖିପାରିବେ। ଗତ ମାର୍ଚ୍ଚ ୫ ତାରିଖରୁ ଏପ୍ରିଲ୍ ୧୪ ଯାଏଁ ସିବିସଏଇ ଦଶମ ଶ୍ରେଣୀ ପରୀକ୍ଷା ହୋଇଥିଲା। ଦେଶବ୍ୟାପୀ […]

CBSE student

Rakesh Mallick
  • Published: Tuesday, 29 May 2018
  • , Updated: 29 May 2018, 08:09 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇବ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଏଜୁକେସନ ତଥା CBSEର ଦଶମ ଶ୍ରେଣୀ ପରୀକ୍ଷାଫଳ। ଅପରାହ୍ନ ୪ଟାରେ ପରୀକ୍ଷା ଫଳ CBSE ର ୱେବସାଇଟ୍ cbse.nic.inରେ ଉପଲବ୍ଧ ହେବ।  ବିଭାଗୀୟ କେନ୍ଦ୍ର ସଚିବ ଅନିଲ ସ୍ୱରୂପ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ପରୀକ୍ଷାର୍ଥୀମାନେ cbse.examresults.net କିମ୍ବା cbse.nic.in ରେ ନିଜର ଫଳାଫଳ ଦେଖିପାରିବେ। ଗତ ମାର୍ଚ୍ଚ ୫ ତାରିଖରୁ ଏପ୍ରିଲ୍ ୧୪ ଯାଏଁ ସିବିସଏଇ ଦଶମ ଶ୍ରେଣୀ ପରୀକ୍ଷା ହୋଇଥିଲା। ଦେଶବ୍ୟାପୀ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Related story