ସିବିଏସଇ ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ଏନସିଇଆରଟିର ପ୍ରସ୍ତାବ

ଭୁବନେଶ୍ୱର: ସିବିଏସଇ ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)। କେନ୍ଦ୍ର ସରକାରଙ୍କର ନୂଆ ଶିକ୍ଷା ନୀତି ଅନୁଯାୟୀ ଏହି ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଛି। ସୋମବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନସିଇଆରଟି ନିର୍ଦ୍ଦେଶକ ହୃଷିକେଶ ସେନାପତି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆ ଶିକ୍ଷା ନୀତି ଅନୁଯାୟୀ ଏନସିଇଆରଟି ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟକୁ ଡ୍ରାଫ୍ଟିଂ କମିଟିର ମଂଜୁରୀ ପାଇଁ ପଠାଯାଇଛି। ପାଠ୍ୟକ୍ରମରେ […]

ncert

Rakesh Mallick
  • Published: Monday, 28 December 2015
  • , Updated: 28 December 2015, 11:12 AM IST

ଭୁବନେଶ୍ୱର: ସିବିଏସଇ ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)। କେନ୍ଦ୍ର ସରକାରଙ୍କର ନୂଆ ଶିକ୍ଷା ନୀତି ଅନୁଯାୟୀ ଏହି ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଛି। ସୋମବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନସିଇଆରଟି ନିର୍ଦ୍ଦେଶକ ହୃଷିକେଶ ସେନାପତି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ନୂଆ ଶିକ୍ଷା ନୀତି ଅନୁଯାୟୀ ଏନସିଇଆରଟି ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟକୁ ଡ୍ରାଫ୍ଟିଂ କମିଟିର ମଂଜୁରୀ ପାଇଁ ପଠାଯାଇଛି। ପାଠ୍ୟକ୍ରମରେ ପରିବର୍ତ୍ତନ ଅନୁସାରେ ସମସ୍ତ ସିବିଏସଇ ବହିଗୁଡ଼ିକରେ ପରିବର୍ତ୍ତନ କରାଯିବ।

Related story