କରୋନା ମୁକାବିଲା ପାଇଁ କେନ୍ଦ୍ର ଦେଲା ଦ୍ୱିତୀୟ ଦଫା ସହାୟତା ରାଶି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ କେନ୍ଦ୍ର ଦେଲା ଦ୍ୱିତୀୟ ଦଫା ସହାୟତା ରାଶି। ଓଡ଼ିଶା ସମେତ ୨୨ଟି ରାଜ୍ୟ ପାଇଁ ୮୯୦ କୋଟି ୩୨ ଲକ୍ଷର ସହାୟତା। ପୂର୍ବରୁ ଏପ୍ରିଲ ମାସରେ କେନ୍ଦ୍ର ୩ ହଜାର କୋଟି ଟଙ୍କା ଦେଇଥିଲା ସହାୟତା ନେଇ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ। ଟ୍ୱିଟ୍ ଯୋଗେ ଉଭୟଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇଛନ୍ତି।

corona-3.4

Tapas Behera
  • Published: Thursday, 06 August 2020
  • , Updated: 11 January 2021, 11:40 AM IST

Related story