ଓଡ଼ିଶାରେ ବଢ଼ୁଥିବା କରୋନାକୁ ନେଇଚିନ୍ତା ପ୍ରକଟ କଲେ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କମିଛି ଟେଷ୍ଟିଂ। ଯେଉଁଥିପାଇଁ ବଢ଼ିଛି କରୋନା ସଂକ୍ରମଣ। ଗତ ୧୪ ଦିନ ଭିତରେ କରୋନା ଟେଷ୍ଟ ଓ ବଢୁଥିବା ସଂକ୍ରମଣକୁ ଦେଖି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ରାଜ୍ୟରେ ଟେଷ୍ଟିଂ କମିବାକୁ ନେଇ ବିରକ୍ତି ପ୍ରକାଶ କରିବା ସହ ଏନେଇ ତାଗିଦ ମଧ୍ୟ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ନଭେମ୍ବର ୨୬ ସୁଦ୍ଧା ରାଜ୍ୟରେ ପ୍ରତି ସପ୍ତାହରେ ୪ ଲକ୍ଷ ୧ ହଜାର […]

Rajesh Bhushan

Rajesh Bhushan

Manoranjan Sial
  • Published: Saturday, 04 December 2021
  • Updated: 04 December 2021, 07:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କମିଛି ଟେଷ୍ଟିଂ। ଯେଉଁଥିପାଇଁ ବଢ଼ିଛି କରୋନା ସଂକ୍ରମଣ। ଗତ ୧୪ ଦିନ ଭିତରେ କରୋନା ଟେଷ୍ଟ ଓ ବଢୁଥିବା ସଂକ୍ରମଣକୁ ଦେଖି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ରାଜ୍ୟରେ ଟେଷ୍ଟିଂ କମିବାକୁ ନେଇ ବିରକ୍ତି ପ୍ରକାଶ କରିବା ସହ ଏନେଇ ତାଗିଦ ମଧ୍ୟ କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ନଭେମ୍ବର ୨୬ ସୁଦ୍ଧା ରାଜ୍ୟରେ ପ୍ରତି ସପ୍ତାହରେ ୪ ଲକ୍ଷ ୧ ହଜାର ୧୬୪ ଟେଷ୍ଟ କରାଯାଉଥିଲା। ଏହି ସଂଖ୍ୟା ଡିସେମ୍ବର ୩ ତାରିଖ ସୁଦ୍ଧା କମି ଯାଇଛି। ଗତ ସପ୍ତାହରେ ରାଜ୍ୟରେ ୩ ଲକ୍ଷ ୮୮ ହଜାର ୭୮୮ ଟେଷ୍ଟ ହୋଇଛି। ଖାଲି ସେତିକି ନୁହେଁ, ରାଜ୍ୟରେ ବଢ଼ିଛି କରୋନା ସଂକ୍ରମଣ।

ଗତ ୧୪ ଦିନରେ ଢେଙ୍କାନାଳ ଜିଲ୍ଲାରେ ବହୁତ ବଢ଼ିଛି କରୋନା ମାମଲା। ନଭେମ୍ବର ୨୦ ତାରିଖରୁ ନଭେମ୍ବର ୨୬ ତାରିଖ ମଧ୍ୟରେ ୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ନଭେମ୍ବର ୨୭ରୁ ଡିସେମ୍ବର ୩ ତାରିଖ ମଧ୍ୟରେ ୬୯କୁ ବଢ଼ିଯାଇଛି। ଖାଲି ସେତିକି ନୁହେଁ, ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତି ସପ୍ତାହରେ ବଢ଼ିବା ସହ ୯୦୦ଟି ନୂଆ ମାମଲା ସାମ୍ନାକୁ ଆସିଛି।

୩୦ ଜିଲ୍ଲାରୁ ରାଜ୍ୟର ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ଅନୁଗୋଳ, ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତ ବଢ଼ୁଛି। ଯାହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିଛି। ମାତ୍ର ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story