ପାଠ ପଢ଼ାଉଛନ୍ତି ଅଣତାଲିମପ୍ରାପ୍ତ ଶିକ୍ଷକ, ତାଲିକା ମାଗିଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ବି ରାଜ୍ୟରେ ଅଣତାଲିମପ୍ରାପ୍ତ ଶିକ୍ଷକ ଅଛନ୍ତି। ଯାହାଙ୍କ ପାଖରେ ପିଲାଙ୍କୁ ପାଠପଢ଼ାଇବା ଭଳି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନାହିଁ। ପ୍ରାଥମିକ ଶିକ୍ଷା ସ୍ତରରେ ଏଭଳି ପାଠପଢ଼ା ବ୍ୟବସ୍ଥା ରହିଛି। ଏହି ଶିକ୍ଷକମାନେ ପିଲାମାନଙ୍କୁ ପାଠପଢ଼ାଉଛନ୍ତି। ସେମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ। କେବଳ ସରକାରୀ ନୁହେଁ, ଘରୋଇ ସ୍କୁଲର ଅଣ ତାଲିମ୍ ପ୍ରାପ୍ତ ଶିକ୍ଷକମାନଙ୍କ ତାଲିକା ବି ପ୍ରସ୍ତୁତ କରାଯିବ। ଏହି […]

teacher

teacher

Niranjan Mishra
  • Published: Saturday, 10 September 2022
  • Updated: 10 September 2022, 09:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ବି ରାଜ୍ୟରେ ଅଣତାଲିମପ୍ରାପ୍ତ ଶିକ୍ଷକ ଅଛନ୍ତି। ଯାହାଙ୍କ ପାଖରେ ପିଲାଙ୍କୁ ପାଠପଢ଼ାଇବା ଭଳି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନାହିଁ। ପ୍ରାଥମିକ ଶିକ୍ଷା ସ୍ତରରେ ଏଭଳି ପାଠପଢ଼ା ବ୍ୟବସ୍ଥା ରହିଛି। ଏହି ଶିକ୍ଷକମାନେ ପିଲାମାନଙ୍କୁ ପାଠପଢ଼ାଉଛନ୍ତି। ସେମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ। କେବଳ ସରକାରୀ ନୁହେଁ, ଘରୋଇ ସ୍କୁଲର ଅଣ ତାଲିମ୍ ପ୍ରାପ୍ତ ଶିକ୍ଷକମାନଙ୍କ ତାଲିକା ବି ପ୍ରସ୍ତୁତ କରାଯିବ। ଏହି ତାଲିକା କେନ୍ଦ୍ର ଶିକ୍ଷା ବିଭାଗ ପାଖକୁ ପଠାଯିବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ମିଳିବା ପରେ ରାଜ୍ୟ ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି। ଗଣଶିକ୍ଷା ବିଭାଗ ଖୋଜିବ ରାଜ୍ୟରେ କେତେ ପ୍ରାଥମିକ ଶିକ୍ଷକ ଅଣତାଲିମପ୍ରାପ୍ତ ଅଛନ୍ତି।

ସେପଟେ ଏହି ଚିଠି ପାଇବା ପରେ ଗଣଶିକ୍ଷା ବିଭାଗକୁ ଘାରିଛି ଅଣତାଲିମପ୍ରାପ୍ତ ଶିକ୍ଷକ ଚିନ୍ତା। କାରଣ ଶିକ୍ଷା ଅଧିକାର ଆଇନ ଅନୁସାରେ ଶିକ୍ଷକମାନଙ୍କ ନିମନ୍ତେ ଏକ ନିର୍ଦ୍ଧାରିତ ଶିକ୍ଷାଗତ ଯୋଗ୍ୟତା ଥିବା ବାଧ୍ୟତାମୂଳକ।

ହେଲେ ଏବେ ବି କିଛି ରାଜ୍ୟରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନଥାଇ ତଥା  ଅଣତାଲିମ ପ୍ରାପ୍ତ ଶିକ୍ଷକ କାମ କରୁଥିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଦୃଷ୍ଟି ପଡ଼ିଛି। ଯେଉଁଥି ପାଇଁ ଉଭୟ ସରକାରୀ ଓ ଘରୋଇ ସ୍କୁଲରେ ଥିବା ଅଣତାଲିମ ପ୍ରାପ୍ତ ଶିକ୍ଷକଙ୍କ ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କୁ ମଗାଯାଇଛି। ଓଡ଼ିଶା ସରକାର ବି କିଛି ଦିନ ତଳେ ଏହି ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛି। ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜୁଲାଇ ମାସରୁ ଏ ବାବଦରେ ତଥ୍ୟ ମାଗିଥିବା ବେଳେ ରାଜ୍ୟ ସରକାର ତଥ୍ୟ ଯୋଗାଡ଼ କରି ନ ପାରିବା ଓ ଚଳିତ ମାସରେ ଏ ବାବଦରେ ତଥ୍ୟ ଦେବାକୁ ଡିଇଓମାନଙ୍କୁ ସାନି ନିର୍ଦ୍ଦେଶନାମା ଜାରି କରିବା ଉଦ୍‌ବେଗର ବିଷୟ ହୋଇଛି।

ଗୁଣାତ୍ମକ ଶିକ୍ଷା ଯେପରି ପ୍ରତି ଛାତ୍ରଛାତ୍ରୀଙ୍କୁ ମିଳିପାରିବ, ସେଥି ପାଇଁ ସରକାରୀ ବ୍ୟବସ୍ଥା ରହିଛି। କିଛି ବର୍ଷ ତଳେ ଶିକ୍ଷକ ନିଯୁକ୍ତି ପରେ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ହେଲେ ବିଭିନ୍ନ କାରଣରୁ କିଛି ଶିକ୍ଷକ ପ୍ରଶିକ୍ଷଣ ନେଇ ପାରି ନଥିଲେ। ତେବେ ଗଣଶିକ୍ଷା ବିଭାଗ କେତେ ଶୀଘ୍ର ତାଲିକା ଦାଖଲ କରୁଛି ଏବଂ ଅଣ ତାଲିମ ପ୍ରାପ୍ତଙ୍କୁ ତାଲିମ ଦେଉଛି ତାହା ଦେଖିବାର କଥା।

ସୂଚନା ଥାଉକି, କିଛି ବର୍ଷ ତଳେ ବିଜ୍ଞାନ ଶିକ୍ଷକଙ୍କ ଅଭାବ ଦେଖା ଦେଇଥିଲା। ସେ ସମୟରେ ମାର୍କ ଆଧାରରେ ସ୍ନାତକ ଡିଗ୍ରୀ ଧାରୀଙ୍କୁ ଶିକ୍ଷକ ନିଯୁକ୍ତି ଦେବାକୁ ପଡ଼ିଥିଲା। ପୂର୍ବରୁ ବି ଯୋଗ୍ୟତା ନଥିବା ଶିକ୍ଷକମାନଙ୍କୁ ସମର୍ କୋର୍ସ ମାଧ୍ୟମରେ ଟ୍ରେନିଂ ଦିଆଯାଉଥିଲା। କିନ୍ତୁ ତାହା ନିୟମିତ ଭାବେ ହେଉନଥିବାରୁ ଶିକ୍ଷକ ଓ ଅଭିଭାବକ ସଂଘ ଅସନ୍ତୋଷ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story