ଚଳିତ ଶିକ୍ଷା ବର୍ଷରୁ ଓଡିଶା ଆଇଆଇଏମରେ ପାଠପଢା ଆରମ୍ଭ ନେଇ ଅନିଶ୍ଚିତତା

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷରୁ ଓଡିଶା ଆଇଆଇଏମରେ ପାଠପଢା ଆରମ୍ଭ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି । ଦେଶର ସମସ୍ତ ନୂଆ ଆଇଆଇଏମରେ ଚଳିତ ମାସରେ ଆଡମିଶନ ଶେଷ ହୋଇ ଜୁଲାଇରୁ କ୍ଲାସ ଆରମ୍ୱ ହେବାକୁ ସ୍ଥିର ହୋଇଛି । ମାତ୍ର ଓଡ଼ିଶା ଆଇଆଇଏମ୍ ଜାଗା ଚିହ୍ନଟ ବିବାଦରେ ଫସି ରହିଛି। ଏପଟେ ସମ୍ୱଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ସପକ୍ଷରେ ରାଜ୍ୟ ସରକାର ରିପୋର୍ଟ ଦେବାର ସପ୍ତାହ ପରେ ମଧ୍ୟ କେନ୍ଦ୍ର ଏଯାଏଁ ନିଷ୍ପତ୍ତି ନେଇ ନାହିଁ ।

Rakesh Mallick
  • Published: Saturday, 13 June 2015
  • , Updated: 13 June 2015, 03:29 AM IST

Related story