ଚିଟ୍‌ଫଣ୍ଡ ସଂସ୍ଥା ମାଲିକ ଗିରଫ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡ଼ା ଗାଁରୁ ଠକେଇ ଅଭଯୋଗରେ ଜଣେ ଚିଟ୍‌ଫଣ୍ଡ ସଂସ୍ଥାର ମାଲିକକୁ ଗିରଫ କରିଛି ପୁଲିସ୍‌। ଗିରଫ ଅଭିଯୁକ୍ତଙ୍କ ନାଁ ବବୃବାହାନ ନାୟକ। ତାଙ୍କ ଘର ଲୁଦୁଲୁଦି ଗାଁରେ। କିଛି ବର୍ଷ ପୂର୍ବେ ସେ ସିକ୍ୟୋର ଲାଇଫ ନାମକ ଏକ ଚିଠି ଫଣ୍ଡ ସଂସ୍ଥା ଖୋଲି ଓଡ଼ିଶା ଓ ଗୁଜରାଟର ବିଭିନ୍ନ ସ୍ଥାନରୁ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରିଥିଲା। ତା’ପରେ ସେ […]

Accused

Accused

Jitendra Garnayak
  • Published: Monday, 16 May 2022
  • Updated: 16 May 2022, 07:36 PM IST

Sports

Latest News

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡ଼ା ଗାଁରୁ ଠକେଇ ଅଭଯୋଗରେ ଜଣେ ଚିଟ୍‌ଫଣ୍ଡ ସଂସ୍ଥାର ମାଲିକକୁ ଗିରଫ କରିଛି ପୁଲିସ୍‌। ଗିରଫ ଅଭିଯୁକ୍ତଙ୍କ ନାଁ ବବୃବାହାନ ନାୟକ। ତାଙ୍କ ଘର ଲୁଦୁଲୁଦି ଗାଁରେ।

କିଛି ବର୍ଷ ପୂର୍ବେ ସେ ସିକ୍ୟୋର ଲାଇଫ ନାମକ ଏକ ଚିଠି ଫଣ୍ଡ ସଂସ୍ଥା ଖୋଲି ଓଡ଼ିଶା ଓ ଗୁଜରାଟର ବିଭିନ୍ନ ସ୍ଥାନରୁ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରିଥିଲା। ତା’ପରେ ସେ ଫେରାର ହୋଇଯାଇଥିଲା।

୨୦୧୩ ମସିହାର ଏକ ୱାରେଣ୍ଟ ବଳରେ ଗାଙ୍ଗପୁର ଥାନା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଆଜି କାଳିଆଗୁଡ଼ା ଗ୍ରାମରେ ଜଣକ ଘରେ ଚଢ଼ାଉ କରିଥିଲା। ଅଭିଯୁକ୍ତ ବବୃବାହାନ ସେଠାରେ ଥିଲା। ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story