ସାଢ଼େ ୭ଟାରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘୁଞ୍ଚିଲା ସମୟ। ସାଢେ ୪ଟା କହିଥିଲେ। ଏବେ ସାଢ଼େ ୭ଟାରେ ଆସିବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସଂଧ୍ୟା ସାଢ଼େ ୭ଟାରେ ମୁଖ୍ୟ ଶାସନ ସଚିବ କରିବେ ପ୍ରେସମିଟ୍। ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ। ପୂର୍ବରୁ ଆଜି ଅପରାହ୍ନ ସାଢେ ୪ଟାରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍ ଥିଲା। ତେବେ ରାଜ୍ୟରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତି କି  କରୋନା ବାବଦରେ କହିବେ ତାହା ଜଣାପଡ଼ି […]

asit-tripathi

Tapas Behera
  • Published: Friday, 28 August 2020
  • , Updated: 28 August 2020, 06:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘୁଞ୍ଚିଲା ସମୟ। ସାଢେ ୪ଟା କହିଥିଲେ। ଏବେ ସାଢ଼େ ୭ଟାରେ ଆସିବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସଂଧ୍ୟା ସାଢ଼େ ୭ଟାରେ ମୁଖ୍ୟ ଶାସନ ସଚିବ କରିବେ ପ୍ରେସମିଟ୍। ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ। ପୂର୍ବରୁ ଆଜି ଅପରାହ୍ନ ସାଢେ ୪ଟାରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍ ଥିଲା। ତେବେ ରାଜ୍ୟରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତି କି  କରୋନା ବାବଦରେ କହିବେ ତାହା ଜଣାପଡ଼ି ନାହିଁ।

Related story