ଇବ୍‌ ନଦୀରେ ଆନିକଟ୍‌ ନିର୍ମାଣ ପ୍ରସଙ୍ଗ: ସ୍ଥିତି ଅନୁଧ୍ୟାନ ପାଇଁ ଛତିଶଗଡ଼ ଗଲା ଓଡ଼ିଶାର ୩ ଜଣିଆ ଟିମ୍‌

ଭୁବନେଶ୍ୱର: ଇବ୍‌ ନଦୀରେ ଆନିକଟ ନିର୍ମାଣ ଯୋଜନାର ଅନୁଧ୍ୟାନ ପାଇଁ ଓଡ଼ିଶାର ଏକ ୩ ଜଣିଆ ଟିମ୍‌ ଆଜି ଛତିଶଗଡ଼ ଗସ୍ତ କରିଛି।  ଇବ୍‌ ଇନ୍‌ଭେଷ୍ଟିଗେସନ୍‌ ଡିଭିଜନରର ଏସ୍‌ଡିଓଙ୍କ ନେତୃତ୍ୱରେ ଏହି ଟିମ୍‌ ଯାଇଛି। ଇବ୍‌ ନଦୀର ଉପରମୁଣ୍ଡରେ ଆନିକଟ୍‌ ନିର୍ମାଣ ପାଇଁ ଛତିଶଗଡ଼ ସରକାର ଯୋଜନା କରୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।  ଆନିକଟ୍‌ ହେଲେ ରାଜ୍ୟର ୫ଟି ପଞ୍ଚାୟତ ଲୋକେ ପ୍ରଭାବିତ ହେବାର ଆଶଙ୍କା ରହିଛି।

IBB_RIVER

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 01:28 PM IST

ଭୁବନେଶ୍ୱର: ଇବ୍‌ ନଦୀରେ ଆନିକଟ ନିର୍ମାଣ ଯୋଜନାର ଅନୁଧ୍ୟାନ ପାଇଁ ଓଡ଼ିଶାର ଏକ ୩ ଜଣିଆ ଟିମ୍‌ ଆଜି ଛତିଶଗଡ଼ ଗସ୍ତ କରିଛି।  ଇବ୍‌ ଇନ୍‌ଭେଷ୍ଟିଗେସନ୍‌ ଡିଭିଜନରର ଏସ୍‌ଡିଓଙ୍କ ନେତୃତ୍ୱରେ ଏହି ଟିମ୍‌ ଯାଇଛି।

ଇବ୍‌ ନଦୀର ଉପରମୁଣ୍ଡରେ ଆନିକଟ୍‌ ନିର୍ମାଣ ପାଇଁ ଛତିଶଗଡ଼ ସରକାର ଯୋଜନା କରୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।  ଆନିକଟ୍‌ ହେଲେ ରାଜ୍ୟର ୫ଟି ପଞ୍ଚାୟତ ଲୋକେ ପ୍ରଭାବିତ ହେବାର ଆଶଙ୍କା ରହିଛି।

Related story