- Videos
- Odisha
- ଶିଳ୍ପସଂସ୍ଥା ଟଙ୍କାରେ ମହାନଦୀ ଉପରେ ନିର୍ମାଣ ହୋଇଛି ବ୍ୟାରେଜ; ଛତିଶଗଡ଼ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ
ଶିଳ୍ପସଂସ୍ଥା ଟଙ୍କାରେ ମହାନଦୀ ଉପରେ ନିର୍ମାଣ ହୋଇଛି ବ୍ୟାରେଜ; ଛତିଶଗଡ଼ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ
- Published: Thursday, 15 June 2017
- , Updated: 15 June 2017, 08:38 AM IST
<p>ଭୁବନେଶ୍ୱର: ବିଭିନ୍ନ ଶିଳ୍ପସଂସ୍ଥାଠାରୁ ଟଙ୍କା ଆଣି ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିଛନ୍ତି ଛତିଶଗଡ଼ ସରକାର। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଛତିଶଗଡ଼ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଅମର ଅଗ୍ରୱାଲ।</p>
<p>[vc_video link=" " align="center"]</p>
<p>ବୁର୍ଲାରେ ବିଜେପିର ‘ସବକା ସାଥ ସବ୍‌କା ବିକାଶ’ କାର୍ଯ୍ୟକ୍ରମ ଅବସରରେ ଅମର ଅଗ୍ରୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବିଭିନ୍ନ ଶିଳ୍ପସଂସ୍ଥାଠୁ ୧୫ ବର୍ଷ ପାଇଁ ଅଗ୍ରୀମ ଜଳକର ଅଣାଯାଇଛି। ଶିଳ୍ପସଂସ୍ଥା ଟଙ୍କାରେ ରାଜ୍ୟରେ ୩-୪ଟି ବ୍ୟାରେଜ୍ ନିର୍ମାଣ ହୋଇଛି। ତେବେ କାହିଁକି ଜଳସ୍ତର କମୁଛି, ସେନେଇ ବିଶେଷଜ୍ଞ କମିଟି ଗଠନ କରି ଓଡ଼ିଶା ସରକାର ଯାଞ୍ଚ କରନ୍ତୁ ବୋଲି କହିଛନ୍ତି।</p>