ଛତ୍ରପୁର: ଚଢଆପଡାରେ ବୋମା ବିସ୍ଫୋରଣ, ଜଣେ ମହିଳା ଆହତ

ବ୍ରହ୍ମପୁର:ପୋଲସରା ନିକଟସ୍ଥ ଚଢଆପଡା ଗାଁର ଶକୁନ୍ତଳା ସାହୁ  ଜମିରେ କାମ କରୁଥିବା ସମୟରେ ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇଛନ୍ତି। ଶକୁନ୍ତଳାଙ୍କ ଦୁଇ ଗୋଡ, ହାତ ଓ ମହଁରେ ଆଘାତ ଲାଗିଛି। ଗାଁ ଲୋକେ ଶକୁନ୍ତଳାକୁ ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଏହି ଘଟଣାରେ କୌଣସି ମାମଲା ରୁଜୁ କରିନାହିଁ।

berhampur copy

Rakesh Mallick
  • Published: Thursday, 16 July 2015
  • , Updated: 16 July 2015, 06:41 AM IST

Related story