ଓଡ଼ିଶା ଚାଷୀଙ୍କ ଧାନ ଫେରାଇଲା ଛତିଶଗଡ଼ ପୁଲିସ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ଚାଷୀ ଫେରି ପାଇଲେ ସେମାନଙ୍କ ଧାନ। ଛତିଶଗଡ଼ ପୁଲିସର ଜୁଲମ ଉପରେ ଲାଗିଲା ରୋକ। ସ୍ଥାନୀୟ ଚାଷୀଙ୍କ ଆନ୍ଦୋଳନ ଚେତାବନୀ ସହ ବ୍ରଜରାଜନଗର ବିଧାୟକଙ୍କ ହସ୍ତକ୍ଷେପ ପରେ ଜବତ ଧାନ ଫେରାଇବାକୁ ବାଧ୍ୟ ହୋଇଛି ଛତିଶଗଡ଼ର ରାୟଗଡ଼ ପୁଲିସ। ଗତକାଲି ଏହି ଘଟଣାକୁ ନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି। ବିବାଦର ଶୀଘ୍ର ସମାଧାନ ପାଇଁ ସେ କହିଥିଲେ। ଧାନ ଜବତ ଘଟଣାର ପ୍ରତିବାଦ କରି […]

b-9087

b-9087

Tapas Behera
  • Published: Thursday, 12 December 2019
  • Updated: 12 December 2019, 12:50 PM IST

Sports

Latest News

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ଚାଷୀ ଫେରି ପାଇଲେ ସେମାନଙ୍କ ଧାନ। ଛତିଶଗଡ଼ ପୁଲିସର ଜୁଲମ ଉପରେ ଲାଗିଲା ରୋକ। ସ୍ଥାନୀୟ ଚାଷୀଙ୍କ ଆନ୍ଦୋଳନ ଚେତାବନୀ ସହ ବ୍ରଜରାଜନଗର ବିଧାୟକଙ୍କ ହସ୍ତକ୍ଷେପ ପରେ ଜବତ ଧାନ ଫେରାଇବାକୁ ବାଧ୍ୟ ହୋଇଛି ଛତିଶଗଡ଼ର ରାୟଗଡ଼ ପୁଲିସ। ଗତକାଲି ଏହି ଘଟଣାକୁ ନେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି।

ବିବାଦର ଶୀଘ୍ର ସମାଧାନ ପାଇଁ ସେ କହିଥିଲେ। ଧାନ ଜବତ ଘଟଣାର ପ୍ରତିବାଦ କରି କନକତୋରା-ଏକତାଲ ରାସ୍ତାରେ ଗଛ ପକାଇ ଅବରୋଧ କରିଥିଲେ ଚାଷୀ । କିଛି ଦିନ ତଳେ କନକତୋରା ଗାଁର ମନୋଜ ମେହେର ନାମକ ଚାଷୀଙ୍କ ୩୮ ବସ୍ତା ଧାନ ଜବତ କରିଥିଲା ଛତିଶଗଡ଼ ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story