ରାଉରକେଲାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ରାଉରକେଲା(ପବନ ତିୱାରୀ): ରାଉରକେଲାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ। ଉଭୟେ ରାଉରକେଲାରେ ପହଞ୍ଚିବା ପରେ କୋଭିଡ ପରିଚାଳନା ନେଇ ଆଲୋଚନା କରିଛନ୍ତି। ସହରରେ ଥିବା ହାଇଟେକ କୋଭିଡ୍‌ ହସ୍ପିଟାଲ, JP ହସ୍ପିଟାଲ ଓ ଶାନ୍ତି ମେମୋରିଆଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଏବେ କରୋନା ସରକାରଙ୍କ ଚିନ୍ତା ବଢାଇଛି। କିପରି ଭାବରେ କରୋନାକୁ ଆୟତ୍ତ କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି। ତା’ ସହିତ କରୋନା ସଂକ୍ରମଣକୁ […]

asit-tripathi

Manoranjan Sial
  • Published: Tuesday, 08 September 2020
  • , Updated: 08 September 2020, 03:49 PM IST

ରାଉରକେଲା(ପବନ ତିୱାରୀ): ରାଉରକେଲାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ। ଉଭୟେ ରାଉରକେଲାରେ ପହଞ୍ଚିବା ପରେ କୋଭିଡ ପରିଚାଳନା ନେଇ ଆଲୋଚନା କରିଛନ୍ତି। ସହରରେ ଥିବା ହାଇଟେକ କୋଭିଡ୍‌ ହସ୍ପିଟାଲ, JP ହସ୍ପିଟାଲ ଓ ଶାନ୍ତି ମେମୋରିଆଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ଏବେ କରୋନା ସରକାରଙ୍କ ଚିନ୍ତା ବଢାଇଛି। କିପରି ଭାବରେ କରୋନାକୁ ଆୟତ୍ତ କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି। ତା’ ସହିତ କରୋନା ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ ମଧ୍ୟ ଆଲୋଚନା ହୋଇଛି। ଆଳୋଚନାରେ ସୁନ୍ଦରଗଡ଼ ଜିଲ୍ଲାପାଳ, ଆର୍‌ଏମ୍‌ସି କମିଶନର, ରାଉରକେଲା ଏଡିଏମ୍, ପ୍ରମୁଖ ଉପସ୍ଥିତ ରହିଛନ୍ତି।

Related story