ଚିପିଲିମା ଓୟୁଏଟିରେ ରାଗିଙ୍ଗ୍! ଜୁନିୟର ଛାତ୍ରଙ୍କୁ ସିନିୟରଙ୍କ ମାଡ଼ ଓ ଧମକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଚିପିଲିମା ଓୟୁଏଟିରେ ଜଣେ ଦ୍ୱିତୀୟ ବର୍ଷର ଏଗ୍ରିକଲଚର ଛାତ୍ରଙ୍କୁ ସିନିୟର ଛାତ୍ର  ମାଡ଼ ମାରିବା ସହ  ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ପୀଡିତ ଛାତ୍ରଙ୍କ  ନାଁ ସୌମ୍ୟରଞ୍ଜନ ଦାଶ। ଏନେଇ ବୁର୍ଲା ଥାନାରେ  ସୌମ୍ୟରଞ୍ଜନ ଲିଖିତ ଅଭିଯୋଗ କରିଛନ୍ତି।

ouat

Rakesh Mallick
  • Published: Thursday, 23 March 2017
  • , Updated: 23 March 2017, 05:10 PM IST

Related story