ପୁଣି ଚିଟ୍‌ଫଣ୍ଡ ଠକେଇ ଅଭିଯୋଗ

Ordigital Desk
  • Published: Saturday, 03 February 2018
  • , Updated: 03 February 2018, 09:19 AM IST
<p>ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପୁଣି ଏକ ଚିଟ୍&zwnj;ଫଣ୍ଡ ଠକେଇ ଘଟଣା ପଦାକୁ ଆସିଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆପଲି ଗାଁର ଅନେକ ଲୋକଙ୍କଠାରୁ &nbsp;କୋଲକାତା ୱେୟାର ଇଣ୍ଡଷ୍ଟ୍ରି ନାମକ ଏକ ଚିଟ୍&zwnj;ଫଣ୍ଡ ସଂସ୍ଥା ଲକ୍ଷାଧିକ ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ ହୋଇଛି।</p> <p>ଗତକାଲି ଗାଁର ପ୍ରାୟ ୧୫୦ରୁ ଅଧିକ ଲୋକେ କବିସୂର୍ଯ୍ୟନଗର ଥାନାରେ ପହଞ୍ଚି ଏନେଇ ଅଭିଯୋଗ କରିଛନ୍ତି। ଲୋଭନୀୟ ପ୍ରତିଶ୍ରୁତି ଦେଇ କମ୍ପାନୀ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜମାକାରୀମାନେ କହିଛନ୍ତି।</p>

Related story