ସି-ସୋରର ୯.୬୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ଭୁବନେଶ୍ୱର: ସି-ସୋର ଚିଟ୍‌ଫଣ୍ଡ୍‌ ସଂସ୍ଥାର ୯.୬୦ କୋଟି ଟଙ୍କାର ସମ୍ପତ୍ତି ଓ ଲୁଇ ବ୍ରେଲ୍‌ ଏଜୁକେସନାଲ ସୋସାଇଟିର ୧୩.୫ କୋଟିର ବ୍ୟାଙ୍କ ଜମା ବାଜ୍ୟାପ୍ତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ପୂର୍ବରୁ ସି-ସୋର ୨୪୨ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍‌ କରିଥିଲା ଇଡି।

prasant

Rakesh Mallick
  • Published: Friday, 30 September 2016
  • , Updated: 30 September 2016, 08:53 PM IST

Related story