ଲେଉଟିଲା ଚିଟ୍‌ଫଣ୍ଡ ଭୁତ: ଅଫିସ ତାଲା ଭାଙ୍ଗିଲେ ଜମାକାରୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରରୁ ପୁଣି ଏକ ଚିଟ୍‌ଫଣ୍ଡ ଠକେଇ ଅଭିଯୋଗ। ବ୍ରହ୍ମପୁର ଉପକଣ୍ଠ କନିଷିଠାରେ ଥିବା ଡାଟୁମ ଚିଟ୍‌ଫଣ୍ଡ ସଂସ୍ଥା ବିରୋଧରେ ଆସିଛି ଏହି ଅଭିଯୋଗ। ପ୍ରତିଶ୍ରୁତି ମୁତାବକ ଅର୍ଥ ଫେରସ୍ତ ନପାଇ କାର୍ଯ୍ୟଳୟ ଆଗରେ ଜମାକାରୀ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି ଚିଟ୍‌ଫଣ୍ଡ ଅଫିସ୍‌ର ତାଲା ଭାଙ୍ଗି ଦେଇଛନ୍ତି। ସଂସ୍ଥାର ମାଲିକଙ୍କ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜମାକାରୀଙ୍କୁ ଅଧିକ ସୁଧ ଲୋଭ ଦେଖାଇ ସଂସ୍ଥା କୋଟି କୋଟି ଟଙ୍କା ଠକେଇ କରିଥିବା […]

chitfund scam in bpur

Rakesh Mallick
  • Published: Friday, 22 June 2018
  • , Updated: 22 June 2018, 06:50 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରରୁ ପୁଣି ଏକ ଚିଟ୍‌ଫଣ୍ଡ ଠକେଇ ଅଭିଯୋଗ। ବ୍ରହ୍ମପୁର ଉପକଣ୍ଠ କନିଷିଠାରେ ଥିବା ଡାଟୁମ ଚିଟ୍‌ଫଣ୍ଡ ସଂସ୍ଥା ବିରୋଧରେ ଆସିଛି ଏହି ଅଭିଯୋଗ। ପ୍ରତିଶ୍ରୁତି ମୁତାବକ ଅର୍ଥ ଫେରସ୍ତ ନପାଇ କାର୍ଯ୍ୟଳୟ ଆଗରେ ଜମାକାରୀ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି ଚିଟ୍‌ଫଣ୍ଡ ଅଫିସ୍‌ର ତାଲା ଭାଙ୍ଗି ଦେଇଛନ୍ତି। ସଂସ୍ଥାର ମାଲିକଙ୍କ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଜମାକାରୀଙ୍କୁ ଅଧିକ ସୁଧ ଲୋଭ ଦେଖାଇ ସଂସ୍ଥା କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ୨୦୦୮ ମସିହାରେ  ଏହି କମ୍ପାନୀ ପ୍ରତିଷ୍ଠା ହୋଇଥିଲା। ଏଜେଣ୍ଟ ନିଯୁକ୍ତ କରି ଜମାକାରୀଙ୍କଠାରୁ ଅର୍ଥ ଆଦାୟ କରିଥିଲା। ତେବେ ବର୍ଷେରୁ ଅଧିକ ହେବ ବନ୍ଦ ରହିଥିଲା କାର୍ଯ୍ୟଳୟ। ଆଜି ଉତ୍ତ୍ୟକ୍ତ ଜମାକାରୀମାନେ ଅଫିସରେ ତାଲା ଭାଙ୍ଗିଦେଇଥିଲେ।

Related story