ଚିତ୍ରକୋଣ୍ଡାର ବିଭିନ୍ନ ସ୍ଥାନରେ ମାଓପୋଷ୍ଟର

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଚିତ୍ରକୋଣ୍ଡାର କଂକ୍ରିଟ ଡ୍ୟାମରେ ମଧ୍ୟ ମାଓ ପୋଷ୍ଟର ଲାଗିଛି। ସେପ୍ଟେମ୍ୱର ୨୧ ତାରିଖକୁ ସିପିଆଇ ମାଓବାଦୀ ପାର୍ଟିର ଦ୍ୱାଦଶ ଦିବସ ଭାବେ ପାଳନ କରିବା ପାଇଁ  ପୋଷ୍ଟରରେ ଆହ୍ୱାନ କରାଯାଇଛି। ଦୁର୍ବଳ ହୋଇ ପଡ଼ିଥିବା ଜନସଂଗଠନ ମିଲେସିଆ, ଜି.ଏନ.ଏସକୁ ସୁଦୃଢ କରିବା ପାଇଁ ଯୁବକ ଯୁବତୀ ଓ ଛାତ୍ରଛାତ୍ରୀ ଏହି ଦିବସରେ ଯୋଗଦେବା ପାଇଁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ସି.ପି.ଆଇ ମାଓବାଦୀ […]

mao-poster

Rakesh Mallick
  • Published: Tuesday, 20 September 2016
  • , Updated: 20 September 2016, 12:46 PM IST

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଚିତ୍ରକୋଣ୍ଡାର କଂକ୍ରିଟ ଡ୍ୟାମରେ ମଧ୍ୟ ମାଓ ପୋଷ୍ଟର ଲାଗିଛି। ସେପ୍ଟେମ୍ୱର ୨୧ ତାରିଖକୁ ସିପିଆଇ ମାଓବାଦୀ ପାର୍ଟିର ଦ୍ୱାଦଶ ଦିବସ ଭାବେ ପାଳନ କରିବା ପାଇଁ  ପୋଷ୍ଟରରେ ଆହ୍ୱାନ କରାଯାଇଛି। ଦୁର୍ବଳ ହୋଇ ପଡ଼ିଥିବା ଜନସଂଗଠନ ମିଲେସିଆ, ଜି.ଏନ.ଏସକୁ ସୁଦୃଢ କରିବା ପାଇଁ ଯୁବକ ଯୁବତୀ ଓ ଛାତ୍ରଛାତ୍ରୀ ଏହି ଦିବସରେ ଯୋଗଦେବା ପାଇଁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ସି.ପି.ଆଇ ମାଓବାଦୀ କାଲିମେଳା ଆଞ୍ଚଳିକ କମିଟି ଦ୍ୱାରା ଏହି ପୋଷ୍ଟର ଲଗାଯାଇଛି।

Related story