ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି ବିବାଦ: ଅଦାଲତ ଅବମାମନା ମାମଲା ପ୍ରତ୍ୟାହାର କଲେ ହାଇକୋର୍ଟ

କଟକ: ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି ମାମଲାରେ ଅଦାଲତ ଅବମାମନା ମାମଲାକୁ ହାଇକୋର୍ଟ ପ୍ରତ୍ୟାହାର କରିନେଇଛନ୍ତି। ଏଥିସହ ନିର୍ଦ୍ଧାରିତ ସମୟ ପରେ ନିଯୁକ୍ତି ପ୍ରକ୍ରିୟାରେ ସମ୍ପୃକ୍ତ ଡିଇଓମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ କୋର୍ଟ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ଗଣଶିକ୍ଷା ବିଭାଗର ଖାମଖିଆଲି ନୀତି ଯୋଗୁଁ ୩ହଜାର ୯ଶହ ଚୁକ୍ତି ଭିତ୍ତିକ ଶିକ୍ଷକ ଚାକିରି ହରାଇଥିବା ଅଭିଯୋଗ ହୋଇଛି। ଏପରି କି ଏ ପ୍ରସଙ୍ଗରେ ଚୁକ୍ତି ଭିତ୍ତିକ ଶିକ୍ଷକମାନେ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ।

OrissaHighCourt

Rakesh Mallick
  • Published: Tuesday, 01 December 2015
  • , Updated: 01 December 2015, 01:14 PM IST

Related story